Browsing category

ମନୋରଞ୍ଜନ

ଓଡ଼ିଶା ଆସୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ଆଜି ଓଡ଼ିଶା ଆସୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କୁ ବଡ଼ ସ୍ବାଗତ କରିବ ରାଜ୍ୟ ବଜେପି।ଭୁବନେଶ୍ବର ବିମାନବନ୍ଦରରେ କରାଯିବ ଭବ୍ୟ ସ୍ବାଗତ।ଧର୍ମେନ୍ଦ୍ରଙ୍କୁ ନେଇ ବିରାଟ ଶୋଭାଯାତ୍ରାର ଆୟୋଜନ ହୋଇଛି।ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ପରେ ଓଡ଼ିଶା ଆସୁଛନ୍ତି।

ପାଇଖାନା ଘରେ ପଡ଼ି ଚେତାଶୂନ୍ୟ

ଭୁବନେଶ୍ୱର,୨୬।୭(ଏସଏସନିଉଜ)ରବିବାର ଦିହିପହର ସମୟରେ ନନ୍ଦନ କାନନ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ରରେ କାର୍ଯ୍ୟରତ ଜଣେ କର୍ମଚାରୀପାଇଖାନା ଘରେ ପଡ଼ି ଅଚେତ୍ ହୋଇପଡ଼ିଥିଲେ।ଅନ୍ୟ କର୍ମଚାରୀ ମାନେ ଜାଣି କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ,ନନ୍ଦନକାନନର ଡାକ୍ତରଖାନା ପରିସରରେ ଥିବା ବଜ୍ରକାପ୍ତା ପ୍ରଜନନ କେନ୍ଦ୍ରରେ ପ୍ରଶାନ୍ତ ବେହେରା(ପିଣ୍ଟୁ)ନାମକଅସ୍ଥାୟୀ କର୍ମଚାରୀ ରବିବାର କାମ କରୁଥିଲେ।ଦିହିପହର ସମୟରେ ପରିସରରେ ଥିବା ପାଇଖାନା ଘରକୁ ଯାଇଥିବା ବେଳେ କୌଣସି କାରଣ ବଶଃତ ପିଣ୍ଟୁ […]

ମନ୍ କି ବାତ୍’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୬।୭(ଏସଏସନିଉଜ)ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାଢ଼ା ପଞ୍ଚାୟତର ପଦାସାହି ସ୍ଥିତ ବୁଥନମ୍ବର–୩ଠାରେ ଆୟୋଜିତ ୧୩୬ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଟିତ ହୋଇଯାଇଛି।ଏଥିରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଗୋଲକ ମହାପାତ୍ର ଯୋଗଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପ୍ରେରଣାଦାୟକ ସମ୍ବୋଧନ ଶ୍ରବଣ କରିଥିଲେ। ମନ୍ କି ବାତ୍ କେବଳ ଏକ ରେଡିଓ କାର୍ଯ୍ୟକ୍ରମ ନୁହେଁ, ବରଂ ଦେଶର ନାଗରିକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସିଧାସଳଖ ସଂଳାପର ଏକ ସଶକ୍ତ ମାଧ୍ୟମ। ପ୍ରଧାନମନ୍ତ୍ରୀଙ୍କ […]

ଆଜିର ରାଶିଫଳ

୨୦୨ ମସିହା,ଜୁଲାଇମାସ,୨୬ତାରିଖ,ରବିବାର,ରଥଉପରେ ଶ୍ରୀଜୀଉଙ୍କର ଅଧରପଣା,ଶ୍ରୀଗରୁଡଶୟନ,କେନ୍ଦ୍ରାପଡ଼ାର ଶ୍ରୀବଳଦେବଜୀଉଙ୍କ ଶ୍ରୀରଘୁନାଥ ବେଶ।ଋତୁ-ବର୍ଷାଋତୁର(ପ୍ରଥମମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୨୩/୪୯🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୨୨/୧୭,ଆଷାଢ଼ମାସ, ଶୁକ୍ଳପକ୍ଷ, ଆଦିତ୍ୟବାସ,ତିଥି-ଦ୍ବାଦଶୀ ଦିବାଘ୧/୫୬ମିପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ନକ୍ଷତ୍ର-ଜ୍ୟେଷ୍ଠାନକ୍ଷତ୍ର ମଳ ଦିବାଘ୮/୧୬ମିପର୍ଯ୍ୟନ୍ତ ତଦନ୍ତେ ମୂଳା ନକ୍ଷତ୍ର।ଚନ୍ଦ୍ର-ବିଛାଚନ୍ଦ୍ର ଦିବାଘ୮/୧୬ମିପର୍ଯ୍ୟନ୍ତ ତଦନ୍ତେ ଧନୁଚନ୍ଦ୍ର।ସୌର ଚଳନେ – କର୍କଟ ଦିନ ୧୦।ଈନ୍ଦ୍ରଯୋଗ ରାତ୍ରି ଘ୧୧/୨୯ମିପର୍ଯ୍ୟନ୍ତ ତଦନ୍ତେ ବୈଧୃତିଯୋଗ । କରଣ- ବାଳବକରଣ ଦିବା ଘ୧/୫୬ମିପର୍ଯ୍ୟନ୍ତ ତଦନ୍ତେ କୌଳବକରଣ ରାତ୍ରି ଘ୩/୮ମିପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ଦିବା ଘ୧/୫୬ମି ପରେ ଦକ୍ଷିଣ ଦିଗରେ।ଅଗନ୍ତବ୍ୟ ତିଥି, ବୈଧୃତିଯୋଗ, ପାପସପ୍ତ […]

ଚିଲକୁ ନୂଆ ଜୀବନ ଦେଲେ ବିଘ୍ନେଶ୍ୱର

ବାରଙ୍ଗ,୨୪।୭(ଏସଏସନିଉଜ) ଆଜିକାଲି ମଣିଷ ମଣିଷକୁ ସାହାଯ୍ୟ କରିବାକୁ କୁଣ୍ଠାବୋଧ କରୁଥିବା ବେଳେ ରାସ୍ତାରେ ଜୀବନ ମରଣ ସହ ସଙ୍ଘର୍ଷ କରୁଥିବା ଏକ ଚିଲକୁ ନୂଆ ଜୀବନ ଦେଇଛନ୍ତି ଯୁବକ।ଯୁବକଙ୍କ ଏହିଭଳି ପ୍ରୟାଶକୁ ସବୁଆଡୁ ପ୍ରଶଂସା ଆସିଛି।ଯୁବକ ଜଣଙ୍କ ହେଉଛନ୍ତି ନନ୍ଦନକାନନ ଥାନା ଅଂଚଳର କଳାଝାରି ଗ୍ରାମର ବିଘ୍ନେଶ୍ୱର ମହାନ୍ତି। ପଦାଶାହି ଗ୍ରାମ ରାସ୍ତା କଡରେ ଏକ ଚିଲ ଅସୁସ୍ଥ ଅବସ୍ଥାରେ ପଡି ଛଟପଟ ହେଉଥିଲା। ଉଡିପାରୁ ନଥିଲା। ଅନେକ ଲୋକ ଦେଖି ସେହି ବାଟରେ ଅଣଦେଖା କରି […]

ବାଜିରେ ଲାଗିଛି ଜୀବନ

ଛତିଶଗଡ,୨୪।୭(ଏସଏସନିଉଜ)ସରକାର ପିଲାମାନଙ୍କୁ ନିରାପଦ ଏବଂ ସୁଲଭ ଶିକ୍ଷା ଯୋଗାଇଦେଉ ଥିବାର ଦାବି କରିଆସୁଛନ୍ତି।କିନ୍ତୁ ଧର୍ମଜୟଗଡ଼ ବିକାଶବ୍ଲକର କ୍ରୋଣ୍ଡାଗ୍ରାମପଞ୍ଚାୟତରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି।ଏଠାରେ ଧର୍ମଜୟଗଡ଼ ଖାରଗାଓଁରେ ସ୍କୁଲରେ ପହଞ୍ଚିବାପାଇଁ ପ୍ରାୟ ୫୦ଜଣ ସ୍କୁଲ ପିଲା ଏବେବି ଏକ ବହିଯାଉଥିବା ନାଳ ପାରହୋଇ ନିଜ ଜୀବନକୁ ବାଜିଲଗାଇ ପାର ହେଉଛନ୍ତି।ବର୍ଷାଋତୁ ଆସିଲେ ପିଲାମାନଙ୍କର ଏହିଭଳି ଅସୁବିଧା ବୃଦ୍ଧିପାଏ।ପିଲାମାନେ ସାଇକେଲରେ ନାଳ ପାଖକୁ ଯାଆନ୍ତି।ସେଠାରେ ସାଇକେଲଛାଡି ଆଣ୍ଠୁଏ ପାଣିରେ ନାଳ ପାରହୁଅନ୍ତି।ଏହାପରେ ସେମାନେ ସ୍କୁଲରେ ପହଞ୍ଚିବାପାଇଁ ପ୍ରାୟ ଦୁଇ […]

ସୋଇଛି ଜନ୍ତୁ ବିଭାଗ

…ବାରଙ୍ଗ,୨୪।୭ (ଏସଏସନିଉଜ) ପ୍ରାଣୀ ଉଦ୍ୟାନ ର ୬୧ ନମ୍ବର ଖୁଆଡରେ ଜୀବନ ମରଣ ସହ ସଂଗ୍ରାମ କରୁଛି ୧୦ ବର୍ଷୀୟା ମାଈ ଜଳହସ୍ତୀ। ମୁହଁ ମାଡି ପଡିଛି, ସପ୍ତାହ ହେଲା ପାଣିରୁ ବାହାରୁନି କି କିଛି ଖାଉନି।ପାଣି ରେ ରହୁଥିବାରୁ ଚିକିତ୍ସା ପାଇ ପଶୁ ଚିକିତ୍ସକଙ୍କ ଚିନ୍ତା ବଢ଼ିଯାଇଛି କିନ୍ତୁ ପାଣିରୁ କିଭଳି ବାହାର କରାଯିବ ସେଥିପାଇଁ ଅନାଗ୍ରହ ଭାବେ ବସି ରହିଛି ଜନ୍ତୁବିଭାଗ। ଏହି ଜଳହସ୍ତୀ ଟି ପାଣିରୁ ବାହାରୁ ନଥିବାରୁ CWC ସହ ଭିଡିଓ […]

ଆଜିର ରାଶିଫଳ

ବାହୁଡ଼ାଯାତ୍ରା,୨୪-୭-୨୦୨୬(ଶୁକ୍ରବାର)ଅଦ୍ଯ କର୍କଟ ଦି୮ନ, ଆଷାଢ଼ ଶୁକ୍ଳ ଦଶମୀ ଦ୮।୩୧ ଦିଘ ୮।୪୭, ଅନୁରାଧା ଦ୫୯।୨୨ ନିଘ୫।୮,ବିଛା ଚନ୍ଦ୍ର ଦ୬୦।ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)କର୍କଟ ଦ୧/୬/୨୦ ଇଂଘ ୫/୨୨/୫୮ ଗତେ ଉଦୟ।ମକର ଦ୧/୭/୩୦ ଇଂଘ ୬/୨୪/୧୦ ଗତେ ଅସ୍ତ।ଯୋଗିନୀ ଉତ୍ତରେ।ଦିବା ଘ୮।୪୭ଗତେ ଅଗ୍ନିକୋଣେ।ଦିବା ଘ୮।୪୭ମଧ୍ୟେ ଯାତ୍ରା ଶୁଭ।ଉତ୍ତରେ ବାୟବ୍ୟେ,ପଶ୍ଚିମେ ଯାତ୍ରା ନାସ୍ତି।ଅଦ୍ଯ ଦେବତାଗଠନ,ନୌକାଗଠନ ଓ ଚାଳନ,ଔଷଧିକରଣ ଓ ଭକ୍ଷଣ, ତୈଳରନ୍ଧନ,ନାମକରଣ,ଦୀକ୍ଷାଗ୍ରହଣ।ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ରଶୁଦ୍ଧି।ନିଶାନ୍ତ ଘ୫।୮ଗତେ ମୂଳା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରାଭାଦ୍ର ଅଶ୍ବିନୀ ଦ୍ଵିଜା […]

ଜାମୁଝରି ମୁକ୍ତାକାଶରେ ବଢ଼ିଲେ କଏଦୀ

ମେଣ୍ଢାଶାଳ,୨୨।୭(ଏସଏସନିଉଜ)ଛତାବର ଗ୍ରାମପଞ୍ଚାୟତର ଜାମୁଝରି ଠାରେ ଥିବା ମୁକ୍ତାକାଶ କାରାଶ୍ରମ ପରିସରରେ ଏବେ କଏଦି ସଂଖ୍ୟା ବୃଦ୍ଧି ଘଟି ୪୦ରେ ପହଞ୍ଚିଛି।ପୂର୍ବରୁ ଏହି କାରାଶ୍ରମରେ ୧୯ଜଣ କଏଦୀ ରହୁଥିଲେ।ଗତ ସପ୍ତାହରେ ରାଜ୍ୟର ବିଭିନ୍ନ ଜେଲ୍ ରୁ ନୂତନ ରୂପେ ୨୧ଜଣ କଏଦୀ ଏଠାରେ ଆସି ପହଞ୍ଚିବାପରେ ସଂଖ୍ୟା ବୃଦ୍ଧି ଘଟିଛି। ୨୦୦୩ମସିହାରେ ଆରମ୍ଭ ହୋଇଥିବା ଏହି ମୂକ୍ତାକାଶ କାରାଶ୍ରମକୁ ପୂର୍ବରୁ ନୟାଗଡ଼ ଅଞ୍ଚଳର କେତେକ ଡ଼କାୟତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟାୟକଙ୍କ ନିକଟରେ ଆତ୍ମସମର୍ପଣ କରି ଏହି ନିର୍ମାଣାଧୀନ […]

ସରିଲା ରଥଟଣା

ଭୁବନେଶ୍ୱର,୧୬।୭(ଏସଏସନିଉଜ)ଆଜି ପାଇଁ ମହାପ୍ରଭୁଙ୍କ ରଥଟଣା ସରିଲା।ମାର୍କେଟ୍‌ ଛକରେ ଅଟକିଲା ବଳଭଦ୍ରଙ୍କ ତାଳଧ୍ବଜ।ମରିଚିକୋଟଛକରେ ଅଟକିଲା ସୁଭଦ୍ରାଙ୍କ ଦର୍ପଦଳନ।କାଳିଆସାଆନ୍ତଙ୍କ ନନ୍ଦିଘୋଷ ଅଳ୍ପବାଟ ଗଡ଼ି ଅଟକିଲା।କାଲି ପୁଣିଥରେ ଟଣାଯିବ ମହାପ୍ରଭୁଙ୍କ ୩ରଥ।