Browsing category

ମନୋରଞ୍ଜନ

ବଡଦିନରେ ବଢ଼ିଲେ ପର୍ଯ୍ୟଟକ

ଭୁବନେଶ୍ୱର,୨୫।୧୨(ଏସଏସନିଉଜ)ଚଳିତ ବର୍ଷ ବଡଦିନରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି।ଏଥର ବଡଦିନରେ ୩୧୬୦୮ ଜଣ ପର୍ଯ୍ୟଟକ ନନ୍ଦନକାନନକୁ ବୁଲିବାକୁ ଆସିଥିବା ବେଳେ ଗତବର୍ଷ ୧୫,୬୦୧ଜଣ ପର୍ଯ୍ୟଟକ ନନ୍ଦନକାନନ ଆସିଥିଲେ।ଏଥର ୧୬ହଜାରେ ୭ଜଣ ପର୍ଯ୍ୟଟକ ଅଧିକ ଆସୁଛନ୍ତି।ସେହିଭଳି ଭାବେ ଗତବର୍ଷ ବଡଦିନରେ ବଟାନିକାର୍ଲ ଗାର୍ଡେନକୁ ୨୧୦ଜଣ ପର୍ଯ୍ୟଟକ ଆସିଥିବାବେଳେ ଏଥର ୧୯୧୯ ଜଣ ପର୍ଯ୍ୟଟକ ଆସିଛନ୍ତି। ଗତବର୍ଷ ତୁଳନାରେ ଏଥର ୧୭୦୯ଜଣ ଅଧିକ ପର୍ଯ୍ୟଟକ ଆସିଛନ୍ତି।ପର୍ଯ୍ୟଟକ ମାନେ ପ୍ରାଣିଉଦ୍ୟାନରେ ବିଭିନ୍ନ ପ୍ରାଣୀଙ୍କୁ ଦେଖିବା ସହିତ ସଫାରୀ, ରୋପୱେର ମଜା […]

ରାଜ୍ୟସ୍ତରୀୟ ଶିଶୁମହୋତ୍ସବ ‘କିରଣ’- ୨୦୨୫ ଉଦଯାପିତ

ଚନ୍ଦ୍ରଶେଖରପୁର,୨୫।୧୨(ଏସଏସନିଉଜ)କାନନବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ପରିଷଦ ଦ୍ବାରା ଆୟୋଜିତ ରାଜ୍ଯ ସ୍ତରୀୟ ଶିଶୁ ମହୋତ୍ସବ କିରଣ ବୁଧବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଦୁଇଦିନିଆ ଏହି କାର୍ଯ୍ୟକ୍ରମକୁ ଶିକ୍ଷାକେନ୍ଦ୍ରର ସଭାପତି ଅନ୍ନପୂର୍ଣ୍ଣା ମିଶ୍ର ଆନୁଷ୍ଠାନିକ ଭାବେଉଦ୍ଘାଟନ କରିଥିଲେ। ଦ୍ବିତୀୟଦିବସ ଉଦଯାପିତ ଉସବରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଦିଗରାଜ ବ୍ରହ୍ମା ମୁଖ୍ଯଅତିଥି ଭାବେ ଯୋଗଦେଇଥିଲେ। ରାଜ୍ୟର କୋଣ ଅନୁକୋଣ ତଥା ବହୁ ଉପାନ୍ତ ଅଞ୍ଚଳରେ ଭାରତୀୟ ଶିକ୍ଷାପରିଷଦ ଦ୍ବାରା ଅନୁବନ୍ଧିତ ବିଦ୍ୟାଳୟ ମାନଙ୍କରୁ […]

ମରିଗଲା ନା ମାରିଦେଲେ …

ଭୁବନେଶ୍ୱର,୨୩।୧୨(ଏସଏସନିଉଜ)ଚନ୍ଦକା ଜଙ୍ଗଲର କୁମାରଖୁଣ୍ଟିରେ ରହୁଥିବା ୬ମାସର ମାଛେଉଣ୍ଡ ହାତୀ ଛୁଆ ସମ୍ଭୁ ମଙ୍ଗଳବାର ସକାଳେ ମୃତ୍ୟୁ ବରଣ କରିଛି।ମୃତ୍ୟୁର ପକୃତ କାରଣ ଜଣାପଡିନାହିଁ ।ତେବେ ଆସିବାର ଦିନକେଇଟା ପରେ ଛୁଆହାତୀର ମୃତ୍ୟୁକୁ ଗ୍ରହଣକରିପାରୁନାହାନ୍ତି ଅଂଚଳବାସୀ ।ସଠିକ ରୋଗ ନିରୁପଣ ନକରିପାରିବା ଯୋଗୁ ହାତୀଛୁଆଟିର ଜୀବନ ଚାଲିଗଲା ବୋଲି ଚର୍ଚ୍ଚା ଯୋର ଧରିଥିବାବେଳେ ହର୍ପିକ୍ସ୍ କିମ୍ବା ଆଭ୍ୟନ୍ତରିଣ ଅସୁବିଧା ଯୋଗୁ ହାତୀ ଛୁଆର ମୃତ୍ୟୁ ଘଟିଛି ବୋଲି ବନବିଭାଗ ସନ୍ଦେହ କରିଛି। ପ୍ରକାଶ ଯେ,ଚଳିତ ମାସ ୧୪ ତାରିଖରେ […]

ଆସୁଛି ବଡଦିନ ଓ ନୂଆବର୍ଷ

ଭୁବନେଶ୍ୱର,୨୩।୧୨(ଏସଏସନିଉଜ)ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ। ପ୍ରକୃତିର ଶୋଭା ମଧ୍ୟରେ ଦେଶ ଓ ବିଦେଶାଗତ ପଶୁପକ୍ଷୀମାନଙ୍କୁ ପାଖରୁ ଦେଖିବା ପାଇ ଦୂରଦୁରାନ୍ତରୁ ପର୍ଯ୍ୟଟକ ମାନେ ଧାଇ ଆସୁଛନ୍ତି ନନ୍ଦନକାନନ।ଚଳିତ ପର୍ଯ୍ୟଟନ ଋତୁରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି। ଆଗକୁ ବଡ଼ଦିନ ଓ ନୁଆ ବର୍ଷ ଆସୁଥିବାରୁ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଆଗମନ ଅଧିକ ଆସା ରହିଛି। ସେଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଅନେକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ପର୍ଯ୍ୟଟକଙ୍କ ଭିଡ଼ କୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥଳେ […]

ଶେଷହେଲା ସର୍ବଭାରତୀୟ ଗଣ୍ଡରପୁର ଫୁଟବଲ ଟୁର୍ଣାମେଣ୍ଟ

ଭୁବନେଶ୍ୱର,୨୧।୧୨(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଗଣ୍ଡରପୁରର ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମରେ ଚାଲିଥିବା ୨୩ତମ ସର୍ବଭାରତୀୟ ଗଣ୍ଡରପୁର ଫୁଟବଲ ଟୁର୍ଣାମେଣ୍ଟ ରବିବାର ଦିନ ଉଦଯାପିତ ହୋଇଛି।ଆଜି ୬ଟିଦଳ ୩ଟି ଫାଇନାଲ ମ୍ୟାଚ ଖେଳିଥିଲେ। ସହରାଞ୍ଚଳରେ ମାମଙ୍ଗଳା ଢେଙ୍କାନାଳ ଦଳ ୨/୦ଗୋଲରେ ଜଗା ଯୁନାଇଟେଡ଼ ଭୁବନେଶ୍ୱରକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲା।ଏଥିରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ଦିଲ୍ଲୀପ ଦେହୁରୀ ପଲସର ଗାଡି ପାଇଥିଲେ। ଗ୍ରାମାଞ୍ଚଳ – ଏ -ବିଭାଗରେ ମାମଙ୍ଗଳା ଗୋଠପୁର ୫/୪ଟାଇବ୍ରେକର ଗୋଲ ଜରିଆରେ ପ୍ରତାପକ୍ଲବ ପ୍ରତାପନଗରୀକୁ ପରାସ୍ତ କରିଥିଲା।ଅଜିତ […]

କୁଞ୍ଜବିହାରୀ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ସେମିନାର

ଭୁବନେଶ୍ୱର,୧୮।୧୨(ଏସଏସନିଉଜ) ବାରଙ୍ଗ କୁଞ୍ଜବିହାରୀ ମହାବିଦ୍ୟାଳୟରେ ଗୁରୁବାରଦିନ ଇତିହାସ ବିଭାଗ ଦ୍ବାରାଏକବିଂଶ ଶତାବ୍ଦୀରେ ମହାତ୍ମାଗାନ୍ଧୀଂକର ପ୍ରାସଂଗିକତାକୁନେଇ ଏକ ରାଜ୍ୟସ୍ତରୀୟ ସେମିନାର ଆୟୋଜିତ ହୋଇଥିଲା। ଏହି ସେମିନାରରେ ଗାନ୍ଧୀବାଦୀ ଲେଖକ ଓ ପ୍ରଫେସର ଡକ୍ଟର ଖାରବେଳ ମହାନ୍ତି ଅତିଥି ଭାବେ ଯୋଗଦେଇ ମହାତ୍ମାଗାନ୍ଧୀଂକୁ ଜଣେ ଯୁଗସ୍ରଷ୍ଟା ଭାବରେ ବର୍ଣ୍ଣିତ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଶେଖ୍ ନୈମୁଦ୍ଦିନ୍ ଙ୍କ ସଭାପତିତ୍ବରେ ଅନୁଷ୍ଟିତସଭାରେ ଇତିହାସ ବିଭିଗର ମୁଖ୍ୟ ସୁକାନ୍ତ କୁମାର ରାଉତ ସଭାର ଆଭିମୁଖ୍ୟ ବିଷୟରେ ସୂଚନାପ୍ରଦାନ କରିଥିଲେ। ଅଧ୍ୟାପକ ପ୍ରଶାନ୍ତ […]

ଚନ୍ଦକା ଜଙ୍ଗଲରେ ବୁଲୁଛି ଆହତ ଦନ୍ତା

ଭୁବନେଶ୍ୱର,୧୮।୧୨(ଏସଏସନିଉଜ) ଚନ୍ଦକା ଡମପଡା ଅଭୟାରଣ୍ୟର ଭାଲୁଙ୍କା ଗ୍ରାମ ନିକଟ ଜଙ୍ଗଲରେ ବୁଲୁଛି ଏକ ଆହତ ଦନ୍ତାହାତୀ। ବୁଧବାର ସନ୍ଧ୍ୟାରେ ଦନ୍ତାଟି ଭାଲୁଙ୍କାଗ୍ରାମ ନିକଟ ଜଙ୍ଗଲରେ ବୁଲୁଥିବାର କେତେକ ଗ୍ରାମ ବାସୀ ଦେଖିବାକୁ ପାଇଥିଲେ।ଫସଲ ନଷ୍ଟ କରିବା ଉଦେଶ୍ୟରେ ହାତୀଟି ଜଙ୍ଗଲରୁ ଚାଲି ଆସିଥିବା ଅନୁମାନ କରି ସଂଗବଧ ହୋଇ ଦନ୍ତାକୁ ଘଉଡ଼େଇବା ପାଇ ସ୍ଥାନୀୟ ଲୋକମାନେ ଚେଷ୍ଟା କରିଥିଲେ। ଟର୍ଚ୍ଚଲାଇଟ ମାରି ହୋହହ୍ଲା କରିଥିଲେ ମଧ୍ୟ ଦନ୍ତାହାତୀଟି ସେଠାରୁ ଅଳ୍ପ ବାଟ ଯାଇଥିଲେ ମଧ୍ୟ ଦୂରକୁ ଯାଇପାରିନଥିଲା।ହାତୀଟିର […]

ଆସିଲା ମାଛେଉଣ୍ଡ ହାତୀଛୁଆ

ଭୁବନେଶ୍ୱର,୧୪।୧୨(ଏସଏସନିଜଉ)ଚନ୍ଦକା ଅଭୟାରଣ୍ୟରକୁ ରବିବାର ସଂଧ୍ୟାରେ କେଉଁଝରରୁ ୪ ମାସର ଗୋଟିଏ ଅଣ୍ଡିରା ହାତୀଛୁଆ ଉଦ୍ଧାର ହୋଇ ଆସିଛି। ଅଣ୍ଡିରା ହାତୀ ଛୁଆ ଟି ଜଙ୍ଗଲରେ ମାସହ ବୁଲୁଥିବା ବେଳେ ମା ହାତୀଠାରୁ ଛୁଆ ହାତୀଟି ଅଲଗା ହୋଇଯାଇଥିଲା। ଛୁଆ ହାତୀଟି ମାଛେଉଣ୍ଡ ହୋଇ କେଉଁଝର ବିଜେପି ରେଞ୍ଜ ନିକଟରେ ଏଣେତେଣେ ବୁଲୁଥିଲା। ବନ କର୍ମଚାରୀମାନେ ହାତୀ ଛୁଆଟିକୁ ଚଳିତ ମାସ ୧ ତାରିଖରେ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ଜାରି ରଖିଥିଲେ । ଛୁଆ ହାତୀଟି ଟିକେ […]

ମାଟିତଳୁ ବାହାରୁଛି ରାମୁହାତୀର କଙ୍କାଳ

ଭୁବନେଶ୍ୱର,୧୩।୧୨(ଏସଏସନିଉଜ)ଚାଲିଛି ରାମୁ ହାତୀର କଙ୍କାଳ ଉଦ୍ଧାର ପ୍ରକ୍ରିୟା। ଭରତପୁର ଜଙ୍ଗଲ ମଧ୍ୟରେ ପୋତା ଯାଇଥିବା ରାମୁହାତୀର କଙ୍କାଳକୁ ଏକ ବର୍ଷ ପରେ ଉଦ୍ଧାର କରାଯାଉଛି। ଉଦ୍ଧାର ପରେ ରାମୁର କଙ୍କାଳକୁ ଗୋଡ଼ିବାରି ପ୍ରକୃତିଉଦ୍ୟାନ ମଧ୍ୟରେ ସଂରକ୍ଷଣ ରଖାଯିବ।ଯେଉଁଠି ପର୍ଯ୍ୟଟକ ରାମୁର କଙ୍କାଳକୁ ପ୍ରତ୍ୟକ୍ଷ ଦେଖିବା ସହ ତାର ଇତିହାସ ବିଷୟରେ ଜାଣିପାରିବେ।ଏକ ୨୫ଜଣିଆ ବିଶେଷଜ୍ଞଦଳଙ୍କ ଉପସ୍ଥିତରେ ଏହି ଖନନ କାମ ଆରମ୍ଭ ହୋଇଛି।ଚନ୍ଦକା ଡମପଡାଅଭୟାରଣ୍ୟ ର ସବୁଠୁ ବୟସ୍କ ଏବଂ ବଡ଼ ଅଣ୍ଡିରା ହାତୀରାମୁ ୪୦ବର୍ଷ ବୟସରେ […]

ଆଜିର ରାଶିଫଳ

ଡିସେମ୍ବରମାସ ୦୯ତାରିଖ ୨୦୨୫ମସିହା (ମଙ୍ଗଳବାର)ପୌଷମାସ- କୃଷ୍ଣପକ୍ଷ ,ତିଥି-ପଞ୍ଚମୀ ଦିବା ଘ୦୨/୪୬ ଗତେ ଷଷ୍ଠୀ ,ନକ୍ଷତ୍ର-ଅଶ୍ଳେଷା ରାତ୍ରି ଘ୦୩/୧୬ଗତେ ମଘା ,ଚନ୍ଦ୍ର- କର୍କଟ ରାତ୍ରି ଘ୦୩/୧୬ ଗତେ ସିଂହ ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୩/୫୧ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୩୪ ,ଯୋଗିନୀ ଦକ୍ଷିଣେ ଦିବା ଘ୦୪/୪୬ ଗତେ ପଶ୍ଚିମେ ,ମକରରାଶିର ଘାତବାରପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଷଷ୍ଠୀ ର ପାର୍ବଣ ଶ୍ରାଦ୍ଧ ,ମୃତେ ଏକପାଦ ପୁଷ୍କରଦୋଷ ନାସ୍ତି ,କାଳବେଳା – ଦିବା ଘ୧୨/୫୬ ଗତେ ଘ୦୨/୨୦ମଧ୍ୟେ ,ବାରବେଳା-ଦିବା ଘ୦୭/୩୫ ଗତେ […]