ଭୁବନେଶ୍ୱର,୩୧।୩(ଏସଏସନିଉଜ)ଭିଜିଲାନ୍ସ ଜାଲରେ OPHWC ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ।୫ ଲକ୍ଷ ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଡେପୁଟି ମ୍ୟାନେଜର।ସମ୍ବଲପୁର, ଭଞ୍ଜନଗର, ଭୁବନେଶ୍ବରରେ ଏକକାଳୀନ ଚଢାଉ ଜାରି ରହୁଛି।ରେଡ୍ ବେଳେ ଭୁବନେଶ୍ବର ସ୍ଥିତ ଭଉଣୀ ଘରୁ ବିପୁଳ ଟଙ୍କା ଠାବ ହୋଇଛି।୨ ଟଙ୍କା ଭର୍ତ୍ତି ୭୦ ବିଡ଼ା ୫ ଶହ ଟଙ୍କିଆ ନୋଟ୍ ମିଳିଛି।ଜବତ ଟଙ୍କାର ପରିମାଣ ୪୫ ଲକ୍ଷ ବୋଲି ଅନୁମାନ କରୁଛି ଭିଜିଲାନ୍ସ।