ଆନନ୍ଦପୁର,୧୪।୩(ଏସଏସ ନିଉଜ)ଦୁର୍ଘଟଣା ଯୋଗୁଁ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି।୨ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କାହେବାରୁ ପରୀକ୍ଷାର୍ଥୀ ଗୁରୁତର ହୋଇ ଥିଲେ। ମାଟ୍ରିକପରୀକ୍ଷା ଦେବାକୁ ବାଇକ୍ରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ବି.ଏନ୍ ହାଇସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟୁଛି।