ସିରିଜ ପୋଛିନେଲା ଭାରତ

ଭୁବନେଶ୍ୱର,୨୮/୭(ଏସ ଏସ ନିଉଜ) ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ହରାଇ ସିରିଜ ପୋଛିନେଇଛି ଭାରତ। ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନିକିଆକୁ ୧୧୯ ରନରେ ଜିତିଛି ଭାରତ।
ଶୁବମନ ପ୍ଲେୟାର ଅଫ୍ ଦି ମ୍ୟାଚ୍ ସହ ପ୍ଲେୟାର ଅଫ୍ ଦି ସିରିଜ ହୋଇଥିଲେ ।

Comments (0)
Add Comment