ଆସିକା,୬।୩(ଏସଏସ ନିଉଜ)ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି lସ୍ବାମୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି lପାଟପୁରଥାନା ଡେଙ୍ଗାଡ଼ିଗାଁରେ ଏହି ଅଭାବନୀୟଘଟଣା ଘଟିଛି ଉଭୟ ସ୍ବାମୀସ୍ତ୍ରୀ ଶିକ୍ଷକ- ଶିକ୍ଷୟିତ୍ରୀ ହୋଇଥିବାବେଳେ ; ଅନ୍ଲାଇନ୍ ମନି
ଗେମ୍ ପାଇଁ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। l