ଗୋଠପାଟଣାଠାରେ ଖୋଲିଲା ପୋଲିସ ସହାୟତା କେନ୍ଦ୍ର

ମେଣ୍ଢାଶାଳ,୧୧/୧୨(ଏସଏସନିଉଜ)ଚନ୍ଦକାଥାନା ଅନ୍ତର୍ଗତ ଗୋଠପାଟଣାଠାରେ ପୋଲିସ ସହାୟତା କେନ୍ଦ୍ର ପୋଲିସ କମିସନର ସୈାମେନ୍ଦ୍ର ପ୍ରିୟଦର୍ଶୀଙ୍କଦ୍ୱାରା ଆନୁଷ୍ଠାନିକଭାବେ ଉଦଘାଟିତ ହୋଇଯାଇଛି ।ଏହି ଉଦଘାଟନୀଉସ୍‌ବରେ ଡିସିପି ପ୍ରତିକସିଂହ,ଏସିପି ରମେଶଚନ୍ଦ୍ର ବିଶୋଇ ,ଚନ୍ଦକା ଥାନାଅଧିକାରୀ ସୁରେନ୍‌ଦ୍ରକୁମାରବଳ ପ୍ରମୁଖ ଉପସ୍ଥିତଥିଲେ ।ଏହିସହାୟତା କେନ୍ଦ୍ର ପରିଚାଳନାପାଇଁ ଏଏସଆଇ ସନ୍ଦିପ ଆଲବର୍ଟକୁଜୁରଙ୍କ ସହ ୩ଜଣ କନେଷ୍ଟବଳ ଏହାର ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Comments (0)
Add Comment