ଗଞ୍ଜେଇ ଚାଲାଣ

କନଷ୍ଟେବଲ ଗିରଫ

ବୌଦ୍ଧ,୩୧।୩(ଏସଏସନିଉଜ) ବରକୁଡ଼ା ଛକରେ ଗଞ୍ଜେଇ ଚାଲାଣ ବେଳେ ଧରାପଡିଲେ କନଷ୍ଟେବଲ।
କନଷ୍ଟେବଲ ନିଧି ସାହୁଙ୍କୁ ଗିରଫ କଲା ବୌଦ୍ଧ ଥାନା ପୋଲିସ।ବଳସିଙ୍ଗା ରିଜର୍ଭରେ କାର୍ଯ୍ୟ କରୁଛନ୍ତି ଗିରଫ କନଷ୍ଟେବଲ।ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସ୍‌ପି ରାହୁଲ ଗୋଏଲ ଏହି ସୂଚନା ଦେଇଛନ୍ତି।

Comments (0)
Add Comment