ଭୁବନେଶ୍ୱର,୨୦।୩(ଏସଏସ ନିଉଜ)ପାଟନା ରେଳ ଷ୍ଟେସନରେ ହଠାତ୍ ଚାଲିଲା ଅଶ୍ଳୀଳ ଭିଡିଓ lମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଟ୍ୟାଗ୍ କଲେ ୟୁଜର୍ lପ୍ଲାଟ୍ଫର୍ମ ଲାଗିଥିବା ଟିଭିରେ ଚାଲିଥିଲା ବିଜ୍ଞାପନ। ହେଲେ ହଠାତ୍ ଟିଭିରେ ଚାଲିଲା ଅଶ୍ଳୀଳ ଫିଲ୍ମ। ବଡ଼ ବଡ଼ ଏଲ୍ଇଡି ସ୍କ୍ରିନ୍ରେ ୩ ମିନିଟ ଧରି ଚାଲିଲା ପର୍ଣ୍ଣ ଭିଡିଓ।କିଛିଯାତ୍ରୀ ଏହାକୁ ମୋବାଇଲ୍ରେ ରେକର୍ଡିଂ କରିଥିବା ଦେଖିବାକୁ ମିଳିଥିଲା। ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।