ଭୁବନେଶ୍ୱର,୮ା୩(ଏସଏସନିଉଜ) ନିକଟରେ ଲିଥିୟମର ଏକ ବିଶାଳଭଣ୍ଡାର ଭାରତରେ ରହିଥିବା ଜଣାପଡ଼ିଥିବାବେଳେ ବର୍ତ୍ତମାନ ଇରାନରେ ଏହାର ସନ୍ଧାନ ମିଳିଛି । ମାଟିତଳେ ବହୁପରିମାଣରେ ଲିଥିୟମଥିବାର ଜଣାପଡ଼ିବାପରେ ଦେଶର ପଶ୍ଚିମପ୍ରଦେଶର ଏକ ବୃହତ ଲିଥିୟମଭଣ୍ଡାର ଆବିଷ୍କାର କରାଯାଇଛି ବୋଲି ଇରାନ କହିଛି ।