ଗଞେଇ ସହ କାର ଜବତ

ଆସିକା, ୧୩ା୩(ଏସଏସନିଉଜ)କବିସୂର୍ଯ୍ୟନଗର  ମୁଖ୍ୟରାସ୍ତାରେ ଗଞ୍ଜେଇ ଚୋରାଚାଲାଣ ବେଳେ ବ୍ରହ୍ମପୁର ଅବକାରୀ ଓ ଗୋଇନ୍ଦାବିଭାଗ ସଂସ୍ଥା ମିଳିତରେ ଚଢ଼ାଉ କରିଛନ୍ତି ।ଏହି ଚଢଉ ସମୟରେ ଜଣଙ୍କୁ ଗିରଫକରିବାସହ ସେମାନଙ୍କଠାରୁ ୭୦କିଲୋ ଗଞ୍ଜେଇ ସହ ଏକ କାରକୁ ଜବତ କରିଛନ୍ତି ।

Comments (0)
Add Comment