ଖୋଳତାଡ଼ ହେବ ଆୟୁବ ଖାନର ନେଟୱର୍କ

ଭୁବନେଶ୍ୱର,୧୮/୧୧(ଏସଏସ ନିଉଜ)ହିରୋଇନ୍ ଜବତ ମାମଲରେ ଇଡ଼ିର ତଦନ୍ତ ଆରମ୍ଭ ହୋଇଛି।
୧୧କୋଟି ହିରୋଇନ୍ ଜବତ ମାମଲାରେ ଇଡ଼ିର ତଦନ୍ତ ଆରମ୍ଭ କରିଛି। ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।ମାଷ୍ଟରମାଇଣ୍ଡ ଡ୍ରଗ ମାଫିଆ ଆୟୁବ ଖାନର ନେଟୱର୍କର ଖୋଳତାଡ଼ ହେବ। ଖୁବ୍ ଶୀଘ୍ର ମାଷ୍ଟର ମାଇଣ୍ଡ ଆୟୁବ ଖାନକୁ ରିମାଣ୍ଡରେ ଆଣିବ ଇଡ଼ି। ଓଡ଼ିଶା , କଲିକତା , ୟୁପି , ଝାଡ଼ଖଣ୍ଡରେ କାରବାର କରୁଥିଲା ଆୟୁବ ।

Comments (0)
Add Comment