କ୍ଷତାକ୍ତ ମୃତଦେହ ଠାବ

ବଣାଇ,୬/୯ (ଏସଏସନିଉଜ) ଜଙ୍ଗଲ ଭିତରେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି।ଟିକାୟତପାଲି ଥାନା ତିଲେଇ ମାଳ ନିକଟ କାଟେଇ ଗାଁ ଜଙ୍ଗଲରୁ ଠାବ ହୋଇଛି।ମୃତଦେହ ନିକଟରେ ଘୋଷରା ଚିହ୍ନ ଥିବାରୁ ହତ୍ୟା ସନ୍ଦେହ କରାଯାଉଛି।ଦୁର୍ବୃତ୍ତ ହତ୍ୟା କରି ଘୋଷାରି ଘୋଷାରି ନେଇ ଜଙ୍ଗ ଲରେ ଫିଙ୍ଗିଥିବା ସନ୍ଦେହ କରାଯାଉଛି।

Comments (0)
Add Comment