ମହୁମାଛି ଆକ୍ରମଣରେ ଚାଲିଗଲା ଜୀବନ

ଭୁବନେଶ୍ୱର,୬/୯(ଏସଏସ ନିଉଜ)ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କ ମୃତୁ ଘଟିଛି। ବଣାଇ ମେଡିକାଲରେ ମହିଳାଙ୍କୁ ମୃତ ଘୋଷଣା କଲେ ଡାକ୍ତର।ମହୁଲପଦା ଥାନା ଧୁକାମୁଣ୍ଡା ଗାଁରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ।ଗୁରୁତର ମହିଳାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ନେଇଥିଲେ।ବଣାଇ ମେଡିକାଲ ରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

Comments (0)
Add Comment