ମଝିସମୁଦ୍ରରେ ସମରାଭ୍ୟାସ

ପାରାଦୀପ,୧୫/୧୧(ଏସଏସନିଉଜ)ପାରାଦୀପରେ ମଝିସମୁଦ୍ରରେ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି । , ୪ଟିରାଜ୍ୟର ୨ଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’ ଆରମ୍ଭ ହୋଇଛି । ଓଡ଼ିଶାସମେତ ଆନ୍ଧ୍ର , ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ସାମିଲ୍ ଏଥିରେ ହୋଇଛି । ନୌସେନା , ପୁଲିସ , କଷ୍ଟମ ଓ ମତ୍ସ୍ୟ ବିଭାଗକୁ ନେଇ ସମରାଭ୍ୟାସ ହେଉଥିବାବେଳେ ଜଳପଥରେ ବାହ୍ୟଶତ୍ରୁର ପ୍ରବେଶ ଉଦ୍ୟମକୁ ପ୍ରତିରୋଧ ଲକ୍ଷ୍ୟ ରଖାଯାଇଛି ।

Comments (0)
Add Comment