ନକଲି ନୋଟ୍ ଜବତ

ରାଉରକେଲା,୧୧/୯(ଏସଏସ ନିଉଜ)ରାଉରକେଲାରୁ ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ ଜବତ ହୋଇଛି ।ରାଉରକେଲାର ସେର ୧୫ ଥାନା ଅଞ୍ଚଳରୁ ନକଲି ନୋଟ୍ ଜବତ ହୋଇଛି।ରାଉରକେଲା ପୋଲିସ୍ ସହାୟତାରେ ଜବତ କରିଛି ଏସ୍ଟିଏଫ୍ ।ଜାଲ ନୋଟ୍ କାରବାରରେ ସଂପୃକ୍ତ ସେକ୍ ଅହମ୍ମଦ ନାମକ ଜଣେ ଗିରଫ ହୋଉଛି।ଗୋଟିଏ ଲାପ୍ଟପ୍ , ଗୋଟିଏ କଲର ପ୍ରିଣ୍ଟର ଓ ଅନ୍ୟ ସରଞ୍ଜାମ ଜବତ ହୋଇଛି।

Comments (0)
Add Comment