କୋଣାର୍କ,୨୩/୮(ଏସଏସନିଉଜ) ମୋ ବସ୍ ସହ ଯାତ୍ରୀବାହୀ ବସ୍ ର ଧକ୍କା ରେ ୧୦ଜଣ ଆହତ ହୋଇଥିବାବେଳେ ୨ ଗୁରୁତର ଆହତ ହୋଇଛନ୍ତି ।ଆହତମାନଙ୍କୁ ଚିକିସ୍ପାଇଁ ଡାକ୍ତରଖାନାରେ ଭର୍ତିକରାଯାଇଛି । କୋଣାର୍କ-ଗୋପ ରାସ୍ତାର ପାଟେଳିଆ ଛକ ନିକଟରେ ଦୁର୍ଘଟଣା ହୋଇଛି ।