ପାରାଦୀପ,୪।୩(ଏସଏସ ନିଉଜ) ଲକ୍ ଥାନା ଆଗରେ ଟ୍ରକ ମାଲିକମାନେ ଧାରଣା ଦେଇଛନ୍ତି।ଏନ୍ଏଚ୍ ୫ (A) ଅବରୋଧ ସହ ଥାନା ଆଗରେ ଉତ୍ତେଜନା ଦେଖାଦେଇଛି।ଟ୍ରକ ମାଲିକ ସଂଘର ଉପସଭାପତିଙ୍କୁ ଗିରଫର ପ୍ରତିବାଦରେ ଧାରଣା ଦିଆଯାଇଥିବାବେଳେ ପୋଲିସ ମିଥ୍ୟା କେସ୍ କରି ଫସାଇ ଦେଇଥିବା ସଂଘ ପକ୍ଷରୁ ଅଭିଯୋଗ. ହୋଇଛି।