ରାଜଧାନୀରେ ବିଷପିଇ ୨ମୃତ

ଭୁବନେଶ୍ୱର,୨୧/୯(ଏସଏସ ନିଉଜ) ଭରତପୁର ଫୁଲେଶ୍ୱରୀ ବସ୍ତିରେ ବିଷ ପିଇ ଜଣେ ବ୍ୟକ୍ତି ଓ ମହିଳା ମୃତୁବରଣ କରିଛନ୍ତି।
ପୁରୁଷ ଜଣଙ୍କ ନିଜ ପତ୍ନୀ ଓ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ଏକାଠି ଗୋଟିଏ ଘରେ ରହୁଥିଲେ।ପରିବାର ଠାରୁ ଅଲଗା ହେବା ପରେ ଦୁହେଁ ଏକାଠି ରହୁଥିଲେ।ପାରିବାରିକ କଳହ ପାଇଁ ଦୁହେଁ ବିଷ ପିଇ ଦେଇଥିବା ସୂଚନା ମିଳିଛି।

Comments (0)
Add Comment