ରାଜଧାନୀରେ ଏନକାଉଣ୍ଟର

ଭୁବନେଶ୍ୱର,୨୬ା୩(ଏସଏସନିଉଜ) ଦୀର୍ଘଦିନର ବ୍ୟବଧାନପରେ ପୁଣି ରାଜଧାନୀରେ ଏନକାଉଣ୍ଟର ହୋଇଛି । କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ ବାଂକୁଆଲ ନଦୀଘାଟ ନିକଟରେ ଏନକାଉଣ୍ଟର କରିଛି କମିଶନରେଟ ପୋଲିସର ସ୍ପେଶାଲଟିମ୍ । ପୋଲିସକୁ ଦେଖି ଜିତେନ୍ଦ୍ର ଚଳାଇବାପରେ ପୋଲିସ ପ୍ରତିଆକ୍ରମଣରେ ଗୁଳି ଚାଳନା କରିଥିଲାା ଗତ୧୭ତାରଖରେ ୪ନମ୍ବରସ୍ଥିତ ସୁନାଦୋକାନୀ ଶ୍ରୀଜୁଏଲର୍ସ ରେ ବୋମାମାଡ଼ କରିଥିବା ସହ ୫୦ରୁ ଅଧିକ ଅପରାଧିକମାମଲାରେ ଜିତେନ୍ଦ୍ରର ସମ୍ପୃକ୍ତି ରହିଛି ।

 

Comments (0)
Add Comment