ଘରେ ପଶିଲା କେନାଲ ପାଣି

ଧର୍ମଗଡ଼,୧୨/୯(ଏସ ଏସ ନିଉଜ) ଲଗାଣ ବର୍ଷାରେ ଭୁଶୁଡ଼ିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ। ଜୟପାଟଣାବ୍ଲକ ଡଙ୍ଗରିପଡ଼ା ରେ ଲହଡ଼ି ମାରୁଛି କେନାଲ ପାଣି। ଏକର ଚାଷ ଜମି ଜଳମଗ୍ନ ହେବାସହ କିଛି ଘରେ ପଶିଲା କେନାଲ ପାଣି।

Comments (0)
Add Comment