ଶ୍ରାଦ୍ଧପାଇଁ ଶଣ୍ଢକୁହତ୍ୟା ଅଭିଯୋଗ

ଭଦ୍ରକ,୨୧/୧୧(ଏସଏସନିଉଜ) ଧାମରାପଂଚାୟତ ଅର୍ନ୍ତଗତ ଶଙ୍ଖାଯୋଡ଼ି ଗ୍ରାମର କିଛି ମୁସଲିମ ସମ୍ପ୍ରଦାୟର ବ୍ୟକ୍ତି ଭୋଜି ପାଇଁ ଏକ ଷଣ୍ଢକୁ ମାରିବାକୁ ନେଇ ଉତେଜନା ଦେଖାଦେଇଛିାଜଣଙ୍କର ଶ୍ରାଦ୍ଧ ଦିବସରେ ଶଣ୍ଢଟିକୁ ଏକ ନିବୃତକୋଠରୀରେ ମାରି ତାର ମାଂସକୁ ନେଉଥିବାର ଖବରପାଇ ଗ୍ରାମବାସୀମାନେ ପହଁଚି ଏହାକୁ ବିରୋଧ କରିଛନ୍ତି ।ଯାହାକୁ ନେଇ ଉତେଜନା ଦେଖାଦେଇଥିଲା ।ଖବରପାଇ ଧାମରାପୋଲିସ ଆସି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଜା କରିବାସହ ଆଇନଗତକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶୃତି ପରେ ଉତେଜନା ହ୍ରାସ ପାଇଥିଲା ।ଏହାପରେ ଗ୍ରାମବାସୀମାନଙ୍କ ତରଫରୁ ଏକ ଲିଖିତ ଅଭିଯୋଗ କରାଯାଈଛି ।

Comments (0)
Add Comment