ଟ୍ରାକ୍ଟରଓଲଟି ଚାଲିଗଲା୨ଜୀବନ

ଢେଙ୍କାନାଳ, ୯ା୩(ଏସଏସନିଉଜ)ଗାଁରେ ଚାଲିଥିବା ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ଜଙ୍ଗଲରୁ ଝାଟି ସଂଗ୍ରହକରି ଫେରୁଥିବାବେଳେ ଟ୍ରାକ୍ଟରଓଲଟି ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। ଏହି ଘଟଣା ସୁରପ୍ରତାପପୁର ଗ୍ରାମର ଟିପିଲେଇ ସଂରକ୍ଷିତ ଜଙ୍ଗଲରେ ଘଟିଥିବାବେଳେ ଗ୍ରାମବାସୀମାନେ ଖବରପାଇ ଆହତମାନଙ୍କୁ ଚିକିସ୍‌ପାଇଁ ଡାକ୍ତରଖାନାରେ ଭର୍ତିକରାଇଛନ୍ତିା ଡାକ୍ତରଖାନାରେ ପ୍ରଫୁଲ୍ଲକୁମାରସାମଲ ଓ ହରିହରସାମଲଙ୍କୁ ମୃତ୍ୟୁଘାଷଣା କରାଯାଇଛି ।ପୋଲିସ ଟ୍ରାକ୍ଟର ଜବତ ସହ ଡ୍ରାଇଭରକୁ ଗିରଫ କରିଛି।

 

Comments (0)
Add Comment