ଅଣାୟତ କଲାଣି କରୋନା,ପୁଣି ୧୬ ଚିହ୍ନଟ

0 245

ଭୁବନେଶ୍ୱର,୫/୪(ଏସ୍‌ଏସ୍‌ନିୟୁଜ) ଅଣାୟତ କଲାଣି କରୋନା ,ପୁଣି ଭୁବନେଶ୍ୱରରେ ୧୬ ପଜିଟିଭ୍ ଚିହ୍ନଟ ହୋଇଛି ।ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଁଚିଲା ।ଏନେଇ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ କୁହାଯାଇଛି ।ସେଥିମଧ୍ୟରେ ବମିଖାଲ ଅଂଚଳରୁ ୧୫ ବୋଲି ଜଣାପଡିଛି । ଦିନ ଦ୍ୱିହିପହର ସୁଦ୍ଧା ଏହି ସଂଖ୍ୟା ୨୩ରେ ସିମିତ ଥିଲା ।

Leave A Reply

Your email address will not be published.