ଭୁୁବନେଶ୍ୱର,୧୦/୧୧(ଏସଏସନିୟୁଜ)ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ନକରାଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର ।ଏହା ଭିତରୁ କେଉଁ ଗୋଟିଏକୁ ବି ସରକାର ମାନିଲେ ନାହିଁ ।ପୁଣି ମୁଖ୍ୟମନ୍ତ୍ରୀ ଦୋଷୀକୁ ସୁରକ୍ଷା ଦେବା ପାଇଁ ମନ୍ତ୍ରୀଙ୍କୁ ପାଖରେ ବସାଇଲେ ବୋଲି ଅଭିଯୋଗ କରିଛନ୍ତି ।ଯେପର୍ଯ୍ୟନ୍ତ ସରକାର ନିଜ ଜିଦ୍ରେ ଅଟଳ ରହିବେ,,ସେପର୍ଯ୍ୟନ୍ତ ବିଜେପି ତାର ଆନ୍ଦୋଳନ ଜାରି ରଖିବ । ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀଙ୍କୁ ବିରୋଧ କରୁଛୁ। ଆଗକୁ ଏହି ବିରୋଦ୍ଧ ଆହୁରି ତୀବ୍ର କରିବୁ: ବୋଲି ବିଜେପି ନେତା ଗୋଲକ ମହାପାତ୍ର ବୋଲି ଚେତାବନୀ ଦେଇଛନ୍ତି ।
