ଆଜିର ଅନୁଚିନ୍ତା

ତାରିଖ - ୧୧:୦୨:୨୦୨୨ (ଶୁକ୍ରବାର)

0 352

🦋ଆପଣ ସର୍ବଦା ନିଜର ଭୁଲ୍ କୁ ସ୍ବୀକାର କରନ୍ତୁ , କାହିଁକିନା ଭୁଲ୍ ସ୍ବୀକାର କରିଲେ ମଣିଷ ଅନ୍ୟମାନଙ୍କ ଠାରୁ ସମ୍ମାନ ପାଇଥାଏ ଆଉ ନିଜକୁ ସୁଧାରିନେବାର ବାଟ ମଧ୍ଯ ପାଇଯାଏ ।
🦋ବିଶ୍ବାସ ଏବଂ ପ୍ରାର୍ଥନା କେବେହେଲେ ଦୃଶ୍ୟ ହୁଏନାହିଁ ସତ, କିନ୍ତୁ ସର୍ବଦା ଅସମ୍ଭବ କୁ ସମ୍ଭବ କରି ଦେଖାଏ ।
🦋ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଖୁସିରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ , କାହିଁକିନା ପ୍ରତିଦିନ ସନ୍ଧ୍ୟାରେ କେବଳ ସୂର୍ଯ୍ୟ ଅସ୍ତ ହୁଏ ନାହିଁ ବରଂ ସମସ୍ତଙ୍କ ଜୀବନର ବହୁମୂଲ୍ୟ ଦିନଟିଏ ବି ଶେଷ ହୋଇଥାଏ ।
🦋ବୃଦ୍ଧାବସ୍ଥାରେ ନିଜ ପିତାମାତା ଏବଂ ଶାଶୁ-ଶଶୁର ମାନଙ୍କୁ ବୃଦ୍ଧାଶ୍ରମ ନ ଯିବାକୁ ଦେବା ହିଁ ହେଉଛି ପ୍ରକୃତ _PROMISE DAY🤝
🙏🏾ଜୟ ମା ସନ୍ତୋଷୀ🙏🏾 ଆଜି ଶୁକ୍ରବାର ମା ସନ୍ତୋଷୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ, ମା ସନ୍ତୋଷୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟି ମଙ୍ଗଳମୟ ହେଉ ମୋର ମାଙ୍କ ନିକଟରେ ଏତିକି ପ୍ରାର୍ଥନା🙏🏾

Leave A Reply

Your email address will not be published.