ଆଜିର ଅନୁଚିନ୍ତା

ତାରିଖ - ୦୨:୦୬:୨୦୨୧ ( ବୁଧବାର)

0 390

➡️ପାପ ଯେତେ କ୍ଷୁଦ୍ର ହେଉ କେବେ ବି କରିବେନାହିଁ,ଆଉ ପୂର୍ଣ୍ଣ୍ଯ ଯେତେ କ୍ଷୁଦ୍ର ହେଉ ତାହା କେବେ ବି ଛାଡିବେ ନାହିଁ ।
➡️ସର୍ବଦା ସୁଚିନ୍ତା କରନ୍ତୁ କାରଣ ଆମ ସୁଚିନ୍ତାଧାରା ଦିନେ ପ୍ରତିଜ୍ଞାରେ ପରିଣତ ହୁଏ ।

➡️ବର ଗାଡିରେ କେବଳ ବର କନ୍ଯା ଯାଆନ୍ତି ନାହିଁ,ଗୋଟିଏ ବାପାଙ୍କର ବଞ୍ଚି ରହିଥିବା ସ୍ବପ୍ନଟା ବି ଚାଲିଯାଏ ।

➡️ଏଜୀବନରେମିତି କେବେ ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ , ଯାହାକି ନିଜେ ନିଜ ମୁଣ୍ଡ ତଳକୁ ନୂଆଁଇବାକୁ ବାଧ୍ୟ ହେବେ ।

➡️ ଦଉଡି ଉପରେ ଚାଲି ଚାଲି ସ୍ଥିର ହୋଇ ଛିଡା ହେବା ମାନେ Cirrcus.

*➡️ଆଉ ଅଶାନ୍ତିରେ ଥାଇ ଶାନ୍ତିରେ ବଞ୍ଚିବାକୁ ଉଦ୍ୟମ କରିବା ମାନେ Life …

ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!ଜୟ ଜଗନ୍ନାଥ

Leave A Reply

Your email address will not be published.