ଆଜିର ଅନୁଚିନ୍ତା

ତାରିଖ - ୧୯:୦୩:୨୦୨୨ ଶନିବାର

0 775

ଯିଏ ବୋକା ସେ ଧୋକା ଖାଇଥାଏ କଷ୍ଟ ବି ପାଇଥାଏ , ଯିଏ ସରଳ ସେ ଆଘାତ ପାଇଥାଏ , ଆଉ ଯିଏ ସ୍ବାର୍ଥପର ସେ ହିଁ ଖୁସିରେ ଜୀବନ କାଟିଥାଏ ,କିନ୍ତୁ ମନେରଖନ୍ତୁ ଏ ସବୁ କ୍ଷଣସ୍ଥାୟୀ ହୋଇଥାଏ ।

🦋ଆପଣ ଯେ କୌଣସି କାର୍ଯ୍ୟ କରନ୍ତୁ ନା କାହିଁକି କୌଣସି ପରିସ୍ଥିତିର ମୁକାବିଲା କରିଲାବେଳେ ସବୁବେଳେ ସତ୍ ପଥରେ ହିଁ ଆଗକୁ ବଢ଼ିବା ଉଚିତ୍ ।
🦋ସୂର୍ଯ୍ୟ ହେଉ ବା ମଣିଷ ସମସ୍ତଙ୍କୁ ତ ଦିନେ ଅସ୍ତ ହବାକୁ ପଡ଼ିବ , କିନ୍ତୁ ସାହାସ ଓ ଧୌର୍ଯ୍ୟ ସୂର୍ଯ୍ୟ ଠାରୁ ଶିଖିବାକୁ ପଡ଼ିବ ଯିଏକି ସନ୍ଧ୍ୟାରେ ଅସ୍ତ ହୋଇ ମଧ୍ୟ ପ୍ରତ୍ୟେକ ଦିନ ସକାଳୁ ଏକ ବିଶ୍ବାସର ସହିତ ଉଦୟ ହୋଇଥାଏ ।
🦋ବାସ୍ତବରେ ପ୍ରକୃତ ଭଲପାଇବା ଆଗରେ କ୍ରୋଧ,ଇର୍ଷା,ଜିଦ୍ ଏମିତିକି ସବୁକିଛି ହାର ମାନିଯାଏ, କାରଣ ପ୍ରକୃତ ଭଲ ପାଇବା ଆଗରେ ଏ ସବୁର ମୂଲ୍ୟ କିଛି ନୁେହଁ। ଯେମିତିକି ମା ଆମକୁ ଯେତେବି ଗାଳି କରନ୍ତୁ କିନ୍ତୁ କିଛି ସମୟ ପରେ ମା କୋଳକୁ ଆସି ମା ନ ଡାକି ରହି ନ ପାରୁ। ସତରେ ଏହା ହିଁ ପ୍ରକୃତ ଭଲପାଇବା

 

Leave A Reply

Your email address will not be published.