ଆଜିର ରାଶିଫଳ

0 394

ରବିବାର,୨୦୨୨ ମସିହା , ଏପ୍ରିଲ ମାସ ୩ ତାରିଖ, ଚୈତ୍ର ମାସ- ଶୁକ୍ଳପକ୍ଷ,ତିଥି- ଦୁତିୟା , ସୁର୍ୟୋଦୟ -ପ୍ରାତଃ ଘ୫/୪୨/ ୩୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୫୭/ ୨୨,ମେଷ ରାଶିର ଘାତବାର,ମେଷ ରାଶିର ଘାତ ଚନ୍ଦ୍ର,ଦୁତିୟାର ଏକଦିଷ୍ଟ ଓ ତୃତୀୟାର ପାର୍ବଣ ଶ୍ରାଦ୍ଧ, ବୋଇତି କଖାରୁ,ପୋଟଳ ଭକ୍ଷଣ ନିଷେଧ।
🐏ମେଷ👉ବ୍ୟବସାୟରେ ସବୁକିଛି ଭଲ ହେବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଅଫିସରେ ଆପଣଙ୍କୁ ଅଧିକ ଦାୟିତ୍ବ ମିଳିବ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।
🐮ବୃଷ👉ପୂଜାପାଠରେ ସମୟ ବିତିବ। ଅଫିସରେ ସହକର୍ମୀ ଆପଣଙ୍କର ପ୍ରଶ˚ସା କରିପାରନ୍ତି। ପରିବାରର ସବୁ ସଦସ୍ୟଙ୍କୁ ଆନନ୍ଦ ପ୍ରାପ୍ତି ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।
👩‍❤️‍👨ମିଥୁନ👉ଚାକିରି ବୃତ୍ତିରେ ମନ ଲାଗିବ। ଆପଣାର ଲୋକଙ୍କ ସହଯୋଗରେ ଅଶାନ୍ତି କମ୍‌ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ।
🦀କର୍କଟ👉ଧନାଗମ ପାଇଁ ଦିନଟି ଭଲ। ଦୀର୍ଘ ଦିନରୁ ସ୍ଥଗିତ ଥିବା କାମରେ ସଫଳତା ପାଇପାରନ୍ତି। ଆପଣଙ୍କ ସନ୍ତାନ ଉଜ୍ଜ୍ବଳ ଭବିଷ୍ୟତ ଆଡ଼କୁ ଅଗ୍ରସର ହେବେ।
🦁ସିଂହ👉ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭପ୍ରଦ। ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ। ଜୀବନସାଥୀ ସହିତ ବ୍ୟବହାରରେ ନମ୍ରତା ରଖନ୍ତୁ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ।
🙎‍♀️କନ୍ୟା👉କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିଁ। ବେକାରଙ୍କୁ ରୋଜଗାର ମିଳିପାରେ। ବ୍ୟବସାୟ କାମରେ ବାହାରକୁ ଯାଇପାରନ୍ତି। ପ୍ରେମ ଜୀବନ ଭଲ ରହିବ।
⚖️ତୁଳା👉ଧର୍ମ କାର୍ଯ୍ୟରେ ସହଯୋଗ କରନ୍ତୁ, ସବୁ ସମସ୍ୟାର ସମାଧାନ ହୋଇଯିବ। ନୂଆ ଲୋକଙ୍କ ସହିତ ମିଶିବେ। ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ।
🦂ବିଛା👉କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ବନ୍ଧୁ ସହିତ ବାହାରକୁ ବୁଲି ଯାଇପାରନ୍ତି। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ।
🏹ଧନୁ👉ମାନସିକ ଶାନ୍ତି ବଜାୟ ରହିବ। ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ପ୍ରଶ˚ସା କରିବେ। ଆର୍ଥିକ ପକ୍ଷ ମଜଭୁତ ରହିବ। ପାରିବାରିକ ଜୀବନ ସୁଖକର ହେବ।
🐊ମକର👉ପୂଜାପାଠରେ ଆପଣଙ୍କ ମନ ଲାଗି ରହିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଦୋକାନିଙ୍କୁ ଭଲ ଲାଭ ମିଳିବ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ।
🏺କୁମ୍ଭ👉ପରିଶ୍ରମ ଯୋଗେ ଆପଣଙ୍କ କାମ ମାର୍ଜିତ ହେବ। ବ୍ୟବସାୟରେ ବଡ଼ ଡିଲ୍‌ କରିପାରନ୍ତି। ସନ୍ଧ୍ୟାରେ ପିଲାମାନଙ୍କ ସହିତ ସମୟ ଅତିବାହିତ କରିବେ।
🐟ମୀନ👉ଆଜି କୌଣସି କାରଣରୁ ଅଫିସ ରୁ ଶୀଘ୍ର ଘରକୁ ଫେରିପାରନ୍ତି | ତେଣୁ ପରିବାର ସହିତ ପିକନିକ ବା ବାହାରକୁ ବୁଲିଯିବାପାଇଁ ଯୋଜନା କରିପାରନ୍ତି |
🏵️ସବୁ ଶିକ୍ଷା ମଣିଷ ବହିରୁ ପାଇପାରି ନଥାଏ , ଯଦି ବହିରୁ କିଛି ଶିକ୍ଷା ପାଇଥାଏ ତାହା ସେ ସମୟର ଅନ୍ତରାଳରେ ଭୁଲି ଯାଏ , କିନ୍ତୁ ଯେଉଁ ଶିକ୍ଷା ମଣିଷ ଖରାପ ସମୟରୁ ପାଇଥାଏ ତାହା ତାର ଆଜୀବନ ମନେ ରହିଥାଏ !! ଇର୍ଷା ପରା ୟଣ ଲୋକ ଜୀବନରେ କେବେ ସୁଖୀ ହୋଇପାରନ୍ତି ନାହିଁ , କାହିଁ କିନା ଅନ୍ୟକୁ ଅସୁ ବିଧାରେ ପକାଇବା ଛଡା ସେମାନେ ତ ଆଉ କିଛି ଶିଖି ନଥାନ୍ତି 🏵️ଶୁଭ ସକାଳ🙏🏻ଜୟ ଜଗନ୍ନାଥ,ଜୟ ସୋମନାଥ🙏🏻

Leave A Reply

Your email address will not be published.