ଆଜିର ରାଶିଫଳ

0 417

ରୁକ୍ମିଣୀ ଅମାବାସ୍ୟା ଓଶନି ଚଳନ,କୁମ୍ଭ ରାଶିକୁ ରାତ୍ରୀ ଘ୧୦/୨୨ ସମୟରେ ଗମନ କରିବେ,ଉପଚାର:- ଶନିଶ୍ଚର ମନ୍ଦିର ରେ ଗ୍ରହରାଜ ଶନି ଦେବଙ୍କର ସକାଳୁ ସକାଳୁ ମାର୍ଜନା କରନ୍ତୁ,ଅପ୍ରେଲ ମାସ ୨୯ ତାରିଖ ୨୦୨୨ ମସିହା,ଶୁକ୍ରବାର,
ବୈଶାଖ -କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୨୩/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୫୯,ଧନୁ ରାଶିର ଘାତଚନ୍ଦ୍ର, ବିଛା,ଧନୁ ଓ ମୀନ ରାଶିର ଘାତବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିରି ଭକ୍ଷଣ ନିଷେଧ।
🐏ମେଷ👉ଅନ୍ୟମାନଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ରାଜନୀତିରେ ଆର୍ଥିକ ଲାଭ ହେବ। ବ୍ୟବସାୟ ସମ୍ବନ୍ଧରେ ଭଲ ଖବର ପାଇବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।
🐮ବୃଷ👉ଆତ୍ମବିଶ୍ବାସ ବୃଦ୍ଧି ପାଇବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ସନ୍ତାନ ପକ୍ଷରୁ କୌଣସି ଶୁଭ ଖବର ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।
👩‍❤️‍👨ମିଥୁନ👉ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନର ସମ୍ଭାବନା ଅଛି। ନିଜ ଲକ୍ଷ୍ୟ ସ୍ଥଳ ଆଡ଼କୁ ଅଗ୍ରସର ହେବେ। ଅଫିସରେ କୌଣସି ପୁରସ୍କାର ବା ପ୍ରଶ˚ସା ମିଳିପାରେ।
🦀କର୍କଟ👉ଇଷ୍ଟଦେବଙ୍କ ଧୢାନରେ ମନର ସକାରାତ୍ମକ ଶକ୍ତି ସ˚ଚାର ହେବ। ମହତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। କାମରେ ଏକାଗ୍ରତାରୁ ଆପଣଙ୍କୁ ସଫଳତା ମିଳିବ।
🦁ସିଂହ👉ଧ୍ଯାନ ଓ ଯୋଗ ମାଧୢମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଆପଣ ନିଜ ଲକ୍ଷ୍ୟ ହାସଲ ପାଇଁ ଠୋସ୍‌ ଯୋଜନା କରିବେ।
🙎‍♀️କନ୍ୟା👉ବେପାର ମାମଲାରେ ମନରେ ନୂଆ ବିଚାର ଆସିବ। ଖାସ୍‌ ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହୋଇପାରେ। ପରିବାର ଲୋକଙ୍କ ସହିତ ସୁଖଦ ସମ୍ବନ୍ଧ ସ୍ଥାପିତ ହେବ।
⚖️ତୁଳା👉କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ହେବ। ବାଣିଜ୍ୟ ଛାତ୍ରଙ୍କୁ ବଢ଼ିଆ ପରିଣାମ ମିଳିବ।
🦂ବିଛା👉ଉଚିତ ପରିଶ୍ରମରେ ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ନୂଆ ଘର ବା ଭୂସ˚ପତ୍ତି କିଣିବା ଲାଗି ଯୋଜନା କରିବେ।
🏹ଧନୁ👉ଆପଣଙ୍କୁ କିଛି ନୂଆ ଶିଖିବାର ଅବସର ମିଳିବ। ବ୍ୟବସାୟରେ ପୁରୁଣା ବିବାଦ ସମାପ୍ତ ହେବ। ବନ୍ଧୁ ଓ ଭାଇଙ୍କ ସହଯୋଗ ପାଇବେ। ଘରକୁ ବନ୍ଧୁ ଆସିପାରନ୍ତି।
🐊ମକର👉ଜରୁରୀ କାମ ମିତ୍ରଙ୍କ ସହାୟତାରେ ସ˚ପୂର୍ଣ୍ଣ ହେବ। ଷ୍ଟକ୍ ଓ ମିଚ୍ୟୁଆଲ୍‌ଫଣ୍ତରେ ନିବେଶ ଲାଭଦାୟକ ରହିବ। ରାଜନୀତିରେ ମନୋକାମନା ପୂରା ହେବ।
🏺କୁମ୍ଭ👉ଦୃଢ଼ ମନୋବଳ ଦ୍ବାରା ଜରୁରୀ କାମରେ ସଫଳତା ପାଇବେ। ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ। ପରିବାର ସଦସ୍ୟଙ୍କ ସହିତ ବୁଝାମଣା ବଢ଼ିବ।
🐟ମୀନ👉ଆଜି ଆପଣ ଖୁବ୍‌ ମଜା କରିବେ ଓ ଖୁସି ରହିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ। ନୂଆ ବ୍ୟବସାୟ ଲାଗି ଯୋଜନା କରିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
!! ମିଛ’ କହିବା ବହୁତ ସହଜ ଓ ସୁନ୍ଦର୍ କିନ୍ତୁ ସେଥିରୁ ମିଳିଥିବା ଖୁସି ସବୁହେଲେ ମୂଲ୍ୟହୀନ ।-ଆଉ-ସତ’ ସବୁବେଳେ ବହୁତ କଠୋର ଓ ନିଷ୍ଠୁର ହୋଇଥାଏ-କିନ୍ତୁ-ସେଥିରୁ ମିଳିଥିବା ଖୁସି ଓ ଆତ୍ମତୃପ୍ତି ବହୁତ ମୂଲ୍ୟବାନ ।ଜୀବନରେ ସର୍ବଦା ଭୁଲ କଥାକୁ ସମର୍ଥନ କରି ସମସ୍ତଙ୍କର ପ୍ରିୟପାତ୍ର ହେବା ଅପେକ୍ଷା , ସର୍ବଦା ଠିକ କଥା କହି ସମସ୍ତଙ୍କର ବିରୋଧୀ ହୋଇ ଏକୁଟିଆ ରହିବା ବହୁତ ଭଲ ହୋଇଥାଏ!!ଶୁଭ ସକାଳ!!
🙏🏻ଜୟଜଗନ୍ନାଥ,ଜୟ ସୋମନାଥ🙏🏻

Leave A Reply

Your email address will not be published.