ଆଜିର ରାଶିଫଳ

0 377

୨୦୨୨ ମସିହା  ଜୁନ ମାସ ୩ ତାରିଖ,ଜେଷ୍ଠ ମାସ- ଶୁକ୍ଳ ପକ୍ଷ,ତିଥି- ଚତୁର୍ଥୀ, ସୁର୍ୟୋ ଦୟ-ପ୍ରାତଃ ଘ୫/୧୦/ ୨୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬ /୧୮/୦୩,ବିଛା, ଧନୁ ଓ ମୀନ ରାଶି ର ଘାତବାର,କନ୍ୟା ରାଶିର ଘାତଚନ୍ଦ୍ର,ଚର୍ତୁଥିର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମୂଳା ଭକ୍ଷଣ ନିଷେଧ।
🐏ମେଷ👉ଆପଣ ସୁସ୍ଥ ସବଳ ରହିବେ। ସବୁ କାମ ଭଲ ଭାବରେ ସ˚ପୂର୍ଣ୍ଣ କରିବେ। ବ୍ୟବସାୟୀଙ୍କୁ ଲାଭ ହୋଇପାରେ। ପାରିବାରିକ ଜୀବନ ସୁଖମୟ ହେବ।
🐮ବୃଷ👉ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ଜୀବନସାଥୀଙ୍କ ସହ ବ୍ୟବସାୟ ପ୍ରସଙ୍ଗରେ ଆଲୋଚନା କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
👩‍❤️‍👨ମିଥୁନ👉କୌଣସି ପ୍ରସଙ୍ଗ ନେଇ ବଡ଼ଙ୍କ ପରାମର୍ଶ କାମରେ ଆସିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପରିବା ରରେ ଖୁସି ବଜାୟ ରହିବ।
🦀କର୍କଟ👉ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଲାଗି ଚିନ୍ତା କରିବେ। ଆର୍ଥିକ ପକ୍ଷରେ ସୁଧାର ହେବ। ମହିଳାମାନଙ୍କୁ ଖୁସି ଖବର ମିଳିବ।
🦁ସିଂହ👉ପୂଜାର୍ଚ୍ଚନାରେ ସମୟ ବିତିବ। ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ବେପାରୀବର୍ଗଙ୍କୁ ଧନଲାଭର ସୁଯୋଗ ମିଳିବ।
🙎‍♀️କନ୍ୟା👉କୌଣସି ଲକ୍ଷ୍ୟକୁ ନେଇ ଉତ୍ସୁକ ରହିବେ। ତର ବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ।
⚖️ତୁଳା👉ନିଜ କାମରେ ବାଧା ସୃଷ୍ଟି ହୋଇପାରେ। ଧୈର୍ଯ୍ୟ ଧରି ସମସ୍ୟାର ମୁକା ବିଲା କରନ୍ତୁ, ଲାଭ ହେବ। ବରିଷ୍ଠ ବ୍ୟକ୍ତିଙ୍କର ସାହାଯ୍ୟ ପାଇବେ।
🦂ବିଛା👉ଆର୍ଥିକ ଉନ୍ନତି ହେବ। ପ୍ରତ୍ୟେକ କାମରେ ସଫ ଳତା ପାଇବେ। ବନ୍ଧୁମାନଙ୍କ ସହି ତ ସମ୍ବନ୍ଧରେ ମଧୁରତା ଆସି ପାରେ।
🏹ଧନୁ👉ବ୍ୟବସାୟରେ ଉନ୍ନତି ହେବ। ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ସନ୍ତାନ କୌଣସି କାମରେ ଆପଣଙ୍କର ସାହାଯ୍ୟ ନେଇ ପାରନ୍ତି।
🐊ମକର👉କର୍ତ୍ତୃପକ୍ଷ ଆପଣଙ୍କ ପ୍ରଦର୍ଶନରେ ଖୁସି ରହିବେ। ବନ୍ଧୁଙ୍କ ସହିତ ମୋବା ଇଲ୍‌ରେ ଲମ୍ବା ସମୟ କଥା ହେବେ। ଉପାର୍ଜନ ଲାଗି ଭଲ ସୁଯୋଗ ମିଳିବ।
🏺କୁମ୍ଭ👉 ଆପଣଙ୍କର କାମ ସହଜରେ ସ˚ପୂର୍ଣ୍ଣ ହୋଇଯିବ। ରାଜନୀତି କାର୍ଯ୍ୟରେ ମନ ଲାଗିବ। ପିଲାଙ୍କର ମହତ୍ କାମରେ ଅର୍ଥ ବ୍ୟୟ ହେବ।
🐟ମୀନ👉 ଆପଣଙ୍କ ଲାଗି ସମୟ ବହୁତ ଭଲ। ଅସହାୟ ଙ୍କୁ ସାହାଯ୍ୟ କରିବେ। ବ୍ୟବ ସାୟରେ ଲାଭ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
!! କ୍ଷଣିକ ଉନ୍ମାଦନା ଓ କ୍ଷଣିକ ଉତ୍ତେଜନା ଜୀବନର ସମସ୍ତ ଯଶ କୀର୍ତିକୁ ମାଟିରେ ମିଶାଇ ଜୀବନରେ ସବୁକିଛି ପରିବର୍ତ୍ତନ କରିଦେଇପାରେ। ତେଣୁ କ୍ଷଣିକ ଉନ୍ମାଦନା କିମ୍ବା କ୍ଷଣିକ ଉତ୍ତେଜନାରେ କିଛି କରିବା ଆଗରୁ ଶହେ ଥର ଭାବନ୍ତୁ । କାରଣ ଧନ ସମ୍ପତ୍ତି ଗଲେ ପରେ ମିଳି ପାରିବ କିନ୍ତୁ ଥରେ ଇଜ୍ଜତ କି ସମ୍ମାନ ଗଲେ ତାହା ଆଉ ମିଳିବ ନାହିଁ!!🙏ଜୟ ଜଗନ୍ନାଥ,ଜୟ ସୋମନାଥ 🙏

Leave A Reply

Your email address will not be published.