ଆନାକୋଣ୍ଡା ମୃତ

0 587

ଭୁବନେଶ୍ବର:୨୮/୧୧- ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଗତ ୨୨ ଅକ୍ଟୋବରରେ ଆସିଥିବା ୮ଟି ହଳଦିଆ ଆନାକୋଣ୍ଡାରୁ ଗୁରୁବାର ଅପରାହ୍ନ ୪ଟା ସମୟରେ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହୋଇଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଆନାକୋଣ୍ଡା ଟି କିଛି ଦିନ ହେବ ଆହାର ଛାଡିଦେଇଥିବା ଜଣାପଡିଛି ।

ନନ୍ଦନକାନନକୁ ନୂଆ କରି ଆନାକୋଣ୍ଡା  ଆସିବା ପରେ ଉଦ୍ୟାନର ଖୁଆଡ ନଂ ୪୫(କେ) ରଖାଯାଇଥିଲା । ରିୟଲରେ ଆନାକୋଣ୍ଡାକୁ ଦେଖିବା ପାଇଁ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.