ଶେଷହେଲା ଶୀତକାଳୀନ ଅଧିବେଶନ

0 504

ବିଧାନସଭା ଅନର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା । ଅବଧି ପୁର୍ବରୁ ଶେଷହେଲା ଶୀତକାଳୀନ ଅଧିବେଶନ । ୨୧ ଦିନ ପୁର୍ବରୁ ସରିଲା ଏହି ଅଧିବେଶନ । ଏଥିରେ ସର୍ବମୋଟ ୧୩ ଟି କାର୍ଯ୍ୟଦିବସ ଥିଲା । ୧୩୨୬ ଟି ତାରକା ପ୍ରଶ୍ନ ଓ ୧୬୩୬ ଟି ଅଣତାରକା ପ୍ରଶ୍ନ ରହିଥିଲା । ସେହିପରି ୧୩ ମୁଲତବୀ ପ୍ରସ୍ଥାବ ଆସିଥିବା ବେଳେ ୫ଟି ଉପରେ ଆଲୋଚନା ହୋଇଛି । ଏହି ଅଧିବେଶନରେ ସର୍ବମୋଟ ୫ଟି ବଲ ପାରିତ ହୋଇଛି । ନଭେମ୍ବର ୧୩ତାରିଖରୁ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୧୯ ପର୍ଯ୍ୟନ୍ତ ଗୃହ ଚାଲିବକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Leave A Reply

Your email address will not be published.