ଅପରାଜିତାଙ୍କ କାର୍ଯ୍ୟାଳୟ ସିଲ୍‌କଲା ବିଏମ୍‌ସି

0 503

ଭୁବନେଶ୍ୱର,୧୦/୧୦(ଏସ୍‌ଏସ୍‌ନିୟୁଜ)ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟକୁ ବିଏମସି ପକ୍ଷରୁ ଶନିବାରଦିନ ୧୫ଦିନପାଇଁ ସିଲ୍ କରାଯିବା ସହ ନୋଟିସ ଜାରି କରାଯାଇଛି ।ଏମପି ତାଙ୍କ ଜନ୍ମଦିନରେ ସାମାଜିକ ଦୁରତା ନରଖିବା ସହ ସାମିଲ ହୋଇଥିବା ମହିଳାମାନେ ମଧ୍ୟ ମାସ୍କ ପିନ୍ଧିନଥିଲେ । କୋଭିଡ ଗାଇଡଲାଇନ ଉଲଘଂନ କରିଥିବା ଅଭିଯୋଗରେଏମପିଙ୍କ ପଳାଶପଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ବିଏମସି ପକ୍ଷରୁ ସିଲ କରାଯାଇଥିବାର ଜଣାପଡିଛିା

Leave A Reply

Your email address will not be published.