ଏପ୍ରିଲ ପହିଲାରୁ ସାଢେ ୭ରେ ଖୋଲିବ ନନ୍ଦନକାନନ

0 178

ବାରଙ୍ଗ ୩୧/୩(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନ ଖୋଲିବା ସମୟସୀମାରେ ପରିବର୍ତନ ହେବାକୁ ଯାଉଛି ।ଏପ୍ରିଲ ପହିଲାରୁ ଏହି ନୁଆ ସମୟ ସୀମାରେ ଉଭୟପାର୍କ ଖୋଲିବ ।ଏବେ ୮ଟା ପରିବର୍ତେ ସକାଳ ସାଢେ୭ରେ ଉଭୟପାର୍କ ଖୋଲିବ । ଖରାଦିନ ପାଇଁ ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୩୦ତାରିଖ ପର‌୍ୟ୍ୟନ୍ତ ସକାଳ ସାଢେ୭ରୁ ପର୍ଯ୍ୟଟକମାନଙ୍କ ପାଇଁ ନନ୍ଦନକାନନ ଖୋଲାଯାଇ ସନ୍ଧ୍ୟା ସାଢେ୫ ରେ ବନ୍ଦ କରାଯିବ ।ଏହି ସମୟଭିତରେ ପର‌୍ୟ୍ୟଟକମାନେ କୋଭିଡ ନୀୟାମା ନୁସାରେ ଉଭୟପାର୍କ ବୁଲିପାରିବେ ବୋଲି ଉପ-ନିର୍ଦ୍ଦେଶକ ସଞିତକୁମାର କହିଛନ୍ତି ।

 

Leave A Reply

Your email address will not be published.