ନଦୀରେ ଭାସି ୮ମୃତ

0 279

ଭୁବନେଶ୍ୱର,୬/୧୦(ଏସଏସ ନିଉଜ)ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଯାଇ ୮ଜଣ ମୃତୁବରଣ କରିଛନ୍ତି।ପଶ୍ଚିମବଙ୍ଗ ଜଲପାଇଗୁଡ଼ି ମାଲ୍ ନଦୀରେ ଭାସି ୮ ମୃତୁବରଣ କରିଛନ୍ତି।
ମୂର୍ତ୍ତି ବିସର୍ଜନ ବେଳେ ହଠାତ୍ ମାଡ଼ି ଆସିଥିଲା ବନ୍ୟା ପାଣି।
ଅନେକ ନିଖୋଜ ଆଶଙ୍କା ଥିବାବେଳେ NDRF ପକ୍ଷରୁ ଉଦ୍ଧାର କାମ ଜାରି ରହିଛି।

Leave A Reply

Your email address will not be published.