ଆସିକା ଉପଖଣ୍ଡଚିକିସ୍‌।ଳୟରେ ରାଜ୍ୟ କାୟାକଳ୍ପ ଟିମ୍‌

0 237

ଆସିକା,୧୩/୧(ଏସ୍‌ଏସ୍‌ନିୟୁଜ)ରାଜ୍ୟ କାୟାକଳ୍ପଟିମ୍ର ୩ଜଣିଆସଦସ୍ୟ ବୁଧବାରଦିନ ଆସିକା ଦଳ ବୁଧବାରଦିନ ଉପଖଣ୍ଡଚିକିସ୍‌ାଳୟ ପରିଦର୍ଶନ କରିଛନ୍ତି । ଚିକିସ୍‌।ଳୟ ରେ ପରିମଳ,ଚିକିସ୍‌। ପଦ୍ଧତି,ରୋଗୀମାନଙ୍କ ପାଇଁ ବ୍ୟବସ୍ଥା ସହ ବିଭିର୍ଣ କାର୍ଯ୍ୟଶୈଳି ଉପରେ ଅନୁଧ୍ୟାନ କରିଛନ୍ତି ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଗିତାଞଳିମିଶ୍ରଙ୍କ ନେତୃତ୍ୱରେ ୩ଜଣିଆ ଡାକ୍ତରି ଦଳ ଆସିଥିଲେ ।(ଆସିକାରୁ କୈଳାସ ମହାରଣାଙ୍କ ରିପୋର୍ଟ)

Leave A Reply

Your email address will not be published.