ଆସୁଛି ବାତ୍ୟା ‘ଆସାନି’

0 412

ଭୁବନେଶ୍ୱର,୪/୫(ଏସ ଏସ ନିଉଜ)ଘୂର୍ଣ୍ଣିବଳୟ
ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି।ଆସନ୍ତା ୬ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ପ୍ରଭାବରେ ଉପକୂଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି ।
ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏବେ ଏହା ପୁରୀଠାରୁ ୩୯୦ କିଲୋମିଟର ଓ ଗୋପାଳପୁର ଠାରୁ ୩୨୦ କିଲୋମିଟର ଦୂରରେ ରହିଛି।

Leave A Reply

Your email address will not be published.