ଆତ୍ମହତ୍ୟା ଉଦ୍ୟମ କଲେ ବିଦ୍ୟାଶ୍ରୀ

0 309

ଭୁବନେଶ୍ବର ,୧୬/୧୨(ଏସଏସନିୟୁଜ)ସ୍ୱର୍ଗତ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରଛନ୍ତି । ତାଙ୍କୁ କଟକ ବଡମେଡିକାଲରେ ଭର୍ତି କରାଯାଇଥିବାବେଳେ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି । ବିଦ୍ୟାଶ୍ରୀ ଫେସବୁକରେ ଲାଇଫ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।ଆଦିତ୍ୟଙ୍କ ମାମଲାରେ କୌଣସି ଅପରାଧୀ ଧରାପଡିନ ଥିବା ବେଳେ ବିଦ୍ୟାଶ୍ରୀଙ୍କୁ ଦୋଷାରୋପ କରାଯାଉଥିବା ରୁ ସେ ମାନସିକ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିବା ପାଇଁ ନିଷ୍ପତି ନେଇଥିବା କହୁଛନ୍ତି । ଆଦିତ୍ୟଙ୍କ ମୃତ୍ୟୁ ପାଇଁ ମୋତେ ଦାୟୀ କରି ସୋସିଆଲ ମିଡିଆରେ ଭିଡିଓ କରି ଅପମାନିତ କରାଯାଉଥିବାରୁ ଅତ୍ମହତ୍ୟାକୁ କରିବାକୁ ଚାହେଁ ବୋଲି କହିଛନ୍ତି । ଏହାସହ ଏକ ଡାଏରି ଦେଖାଇ ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ନାମ ସେ ଡାଏରିରେ ଲେଖିଛନ୍ତି ବୋଲି କହୁଛନ୍ତି । ୩୦ଟି ସ୍ଲିପିଂ ପିଲ୍ ଖାଇ ରିଏକ୍ସନ ହେଉ ନଥିବାରୁ ମୁଁ ଆହୁରି ବଟିକା ଖାଇବାକୁ ବାଧ୍ୟ ହେଉଥିବା କାନ୍ଦି କାନ୍ଦି କହୁଥିବାର ଦେଖିବାକୁ ମିଳିଛି ।

 

Leave A Reply

Your email address will not be published.