ଆଉ ଜଣଙ୍କ ମୃତଦେହ ମିଳିଲା

0 162

ଭୁବନେଶ୍ୱର,୮/୮(ଏସଏସନିଉଜ) ହୀରାକୁଦ ଡ୍ୟାମ୍‌ରେ ନିଖୋଜ ଥିବା ଆଉ ଜଣଙ୍କ ମୃତଦେହ ଆଜି ମିଳିଛି । ନିଖୋଜ ଥିବା ମହେଶ ଛିଟୁରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ଅଭିଷେକ କୁମାରଙ୍କ ମୃତଦେହ ମିଳିଥିଲା । ନିଖୋଜ ୨ ଗଉଖ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ୍ ।କାଲି ଝାଙ୍କରାଣୀ ମନ୍ଦିର ନିକଟରେ ଗାଧୋଇଲା ବେଳେ ଏମାନେ ବୁଡ଼ି ଯାଇଥିଲେ ।

Leave A Reply

Your email address will not be published.