ଓଡ଼ିଶା ଆଉ ୭ଟି ଫ୍ଲାଏଓଭର SATYA SANDHANA DESK Sep 26, 2023 ଭୁବନେଶ୍ୱର,୧୬ା୯(ଏସଏସନିଉଜ) ରାଜଧାନୀ ଭୁବନେଶ୍ୱରରେ ରାଜଭବନ ଛକଠାରୁ ବାରଙ୍ଗ ମଧ୍ୟରେ ଆଉ ୭ଟି ଫ୍ଲାଏଓଭର ନିର୍ମାଣ କରାଯିବ । ନିକୋପାର୍କ ଛକ, ଜୟଦେବବିହାରଛକ,… Read More...
ଅପରାଧ ପ୍ଲାଣ୍ଟକୁ ଯିବାବେଳେ ଦନ୍ତାହାତୀନେଲା ଜୀବନ SATYA SANDHANA DESK Sep 26, 2023 ଅନୁଗୁଳ,୨୬ା୯(ଏସଏସନିଉଜ) ହାତୀ-ମଣିଷ ଲଢ଼େଇ କମିନି, ବରଂ ଅଧିକ ତୀବ୍ର ହୋଇଛି ।ଯାହାର ଉଦାହରଣ ଅନୁଗୁଳ ଜିଲ୍ଲାରେ ଦେଖିବାକୁ ମିଳିଛି । ଚଳିତବର୍ଷ ହାତୀ ଆକ୍ରମଣରେ… Read More...
ଅପରାଧ ଛାତ୍ରଙ୍କୁ ପଥରରେଛେଚି ହତ୍ୟା! SATYA SANDHANA DESK Sep 26, 2023 ରାଉରକେଲା,୨୬ା୯(ଏସଏସନିଉଜ) ଗତକାଲି ରାତିରେ ଖର୍ଚ୍ଚ କରିବାକୁ ଟଙ୍କା ନଦେବାରୁ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ତାରସାଙ୍ଗମାନେ ଲାଠିରେ ପିଟି ଓ ପଥରରେଛେଚି ହତ୍ୟା କରି… Read More...
ଅପରାଧ କାନାରାବ୍ୟାଙ୍କର ବଡ଼ମ୍ବା ଶାଖାପରିଚାଳକ ନିଖୋଜ SATYA SANDHANA DESK Sep 26, 2023 କଟକ,୨୬ା୯(ଏସଏସନିଉଜ) କାନାରାବ୍ୟାଙ୍କର ବଡ଼ମ୍ବା ଶାଖାପରିଚାଳକ ତପନକୁମାରସାହୁ ନିଖୋଜ ହୋଇଥିବାନେଇ ବୈଦେଶ୍ୱର ଥାନାରେ ଅଭିଯୋଗ କରାଯାଇଛି । ବୈଦେଶ୍ୱର ପୋଲିସ ଏକ… Read More...
ଅପରାଧ ଘୋଡ଼ାପଙ୍କାଗାଁରେ ଡବଲ୍ ମର୍ଡର SATYA SANDHANA DESK Sep 26, 2023 ଗଜପତି ,୨୬ା୯(ଏସଏସନିଉଜ) ଗତକାଲି ରାତିରେ ଅଡ଼ବାଥାନା ଘୋଡ଼ାପଙ୍କାଗାଁରେ ଡବଲ୍ ମର୍ଡର ହୋଇଥିବାର ଜଣାପଡିଛି । ସ୍ୱାମୀ ପରେ ସ୍ତ୍ରୀକୁ ବି ବୀଭତ୍ସଭାବେ ହତ୍ୟା କରିଛନ୍ତି… Read More...
ରାଶିଫଳ ଆଜିର ରାଶିଫଳ SATYA SANDHANA DESK Sep 25, 2023 ୨୦୨୩ମସିହା ସେପ୍ଟେମ୍ବରମାସ ୨୬ତାରିଖ ମଙ୍ଗଳ ବାର।ଶ୍ରୀମନ୍ଦିରରେ ଓ ସର୍ବସମ୍ମତ ବାମନଜନ୍ମ, ସୁନିଆଁ ୬୭ଅଙ୍କ ସନ ୧୪୩୧ସାଲ ଆରମ୍ଭ, ଗରୁଡ଼ ପାର୍ଶ୍ବ ପରିବର୍ତ୍ତନ,… Read More...
ଓଡ଼ିଶା ବୁଲୁଛି ବାଘ ! SATYA SANDHANA DESK Sep 25, 2023 ସୁବର୍ଣପୁର,୨୫।୯(ଏସଏସନିଉଜ)ଉଲଣ୍ଡା ରେଞ୍ଜ ଚଢ଼େଇପଙ୍କ ମହାନଦୀ ଘାଟ ନିକଟରେ ଏକ କଲରା ପତାରିଆ ବାଘ ବୁଲୁଥିବାର ଜଣାପଡିଛି।ସ୍ଥାନୀୟ ଲୋକ ବାଘଟି ବୁଲୁଥିବାର ଦେଖି… Read More...
ଓଡ଼ିଶା ପ୍ରତ୍ୟାବର୍ତ୍ତନ କରୁଛି ମୌସୁମି SATYA SANDHANA DESK Sep 25, 2023 ଭୁବନେଶ୍ୱର,୨୫।୯(ଏସଏସନିଉଜ)ଆଜିଠୁ ଆରମ୍ଭ ହୋଇଛି ମୌସୁମି ଅପସାରଣପ୍ରକ୍ରିୟା।ଦକ୍ଷିଣ-ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ଅପସାରଣ ହେବାରେ ଲାଗିଛି।ବାୟୁମଣ୍ଡଳରେ ୧.୫… Read More...
ରାଶିଫଳ ଆଜିର ରାଶିଫଳ SATYA SANDHANA DESK Sep 24, 2023 ୨୦୨୩ମସିହା ସେପ୍ଟେମ୍ବରମାସ ୨୫ତାରିଖ ସୋମବାର ।ଶ୍ରୀମନ୍ଦିରରେ ଓ ସ୍ମାର୍ତ୍ତସମ୍ମତ ଶ୍ରୀବିଷ୍ଣୁ ପାର୍ଶ୍ବପରିବର୍ତ୍ତନ(ବଡ଼) ଏକାଦଶୀ, କରମାପୂଜା, ତ୍ର୍ୟହସ୍ପର୍ଶତିଥି… Read More...
ଓଡ଼ିଶା ଆସିକା ବିଜ୍ଞାନମହାବିଦ୍ୟାଳୟରେ ଜାତୀୟ ସେବାଯୋଜନାର ପ୍ରତିଷ୍ଠାଦିବସ SATYA SANDHANA DESK Sep 24, 2023 ଆସିକା, ୨୪।୯(ଏସଏସନିଉଜ) ଆସିକା ବିଜ୍ଞାନ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡାଙ୍କ ପୌରହିତ୍ୟରେ ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ… Read More...