ଆସାମରେ ବନ୍ୟା ବିଭୀଷିକା

ଭୁବନେଶ୍ୱର,୧୯/୬(ଏସ ଏସ ନିଉଜ)ଆସାମର ୩୨ ଜିଲ୍ଲାରେ ବନ୍ୟା ବିଭୀଷିକା ଦେଖାଦେଇଛି ।ଯାହାଫଳରେ ୩୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ , ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କ ମୃତ୍ୟୁ ଓ ୮ଜଣ ନିଖୋଜ ହୋଇଥିବାର ସୂଚନା ମିଳିଛି ।
ବନ୍ୟାଜଳ ୪,୨୯୧ ଗାଁରେ ପସିବାସହ ବନ୍ୟାପାଣିରେ ୭୦ ହଜାର ହେକ୍ଟର ଫସଲ ଜଳମଗ୍ନ ହୋଇଥିବାର ଜଣାପଡିଛି । ବ୍ରହ୍ମପୁତ୍ର ଓ ଅଧିକାଂଶ ସହାୟକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାର ଜଣାପଡିଛି ।

- Advertisement -

Leave A Reply

Your email address will not be published.