ବଦଳିବ ପୁରୀ ବେଳାଭୂମି ମାର୍ଗର ନାମ!

0 107

ପୁରୀ,୧୨।୧(ଏସଏସ ନିଉଜ)ଅନ୍ତର୍ଜାତୀୟ ଯୁବ ଦିବସରେ ସ୍ବାମୀ ବିବେକାନନ୍ଦଙ୍କୁ ସମ୍ମାନ। ପୁରୀର ବେଳାଭୂମି ମାର୍ଗ ସ୍ବାମୀଜୀଙ୍କ ନାମରେ ହେବ ନାମିତ।ବେଳାଭୂମିର ନାମ ପରିବର୍ତ୍ତନ ପାଇଁ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ ଜରାଯାଇଛି।ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ହୋଇପାରେ ନିଷ୍ପତ୍ତି।

Leave A Reply

Your email address will not be published.