ବଦଳିଲା ନବମ ଓ ଦଶମ ପରୀକ୍ଷା ଢାଞ୍ଚା

0 490

ଈୁବନେଶ୍ୱର,୧୧/୮(ଏସଏସନିୟୁଜ)ରାଜ୍ୟରେ ୨୦୨୧-୨୨ ବର୍ଷ ପାଇଁ ସିବିଏସଇ ଢାଞ୍ଚାରେ ନବମ ଓ ଦଶମ ପରୀକ୍ଷା ପରିଚାଳିତ ନେଇ ବିଏସଇ ପକ୍ଷରୁ ନୂଆ ସର୍କୁଲାର ଜାରି କରାଯାଇଛି । ଶିକ୍ଷାବର୍ଷକୁ ଜୁଲାଇରୁ ନଭେମ୍ବର ପ୍ରଥମ ଟର୍ମ ଓ ଦ୍ୱିତୀୟ ଟର୍ମ ଡିସେମ୍ବରରୁ ଏପ୍ରିଲ ଆଦି୨ଟି ଟର୍ମରେ ବିଭକ୍ତ କରାଯାଇଛି ।ପ୍ରତି ଟର୍ମରେ ଛାତ୍ରଛାତ୍ରୀ ୫୦ ପ୍ରତିଶତ ପାଠ ପଢ଼ିବେ ଓ ପରୀକ୍ଷା ଦେବେ । ପ୍ରଥମ ପରୀକ୍ଷା ନଭେମ୍ବର ମାସରେ ହେବ ଓ ଫାଇନାଲ ପରିକ୍ଷା ଏପ୍ରିଲ ଶେଷ ସପ୍ତାହରେ ହେବ । ଇଣ୍ଟରନାଲ ଆସେସମେଣ୍ଟର ୪ଟି ଫର୍ମାଟିଭ ଟେଷ୍ଟ ୨୦ ମାର୍କ ବିଶିଷ୍ଟ ରହିବ ।

Leave A Reply

Your email address will not be published.