ବଦଳିଲେ ଜେଲର

0 163

ବାରଙ୍ଗ,୨୭।୭(ଏସଏସନିଉଜ)ଜାମୁଝରିସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରଶ୍ରମର ଜେଲର ଅଶୋକ କୁମାର ବେହେରାଙ୍କର ଏଠାରୁ ଦିଗପହଣ୍ଡି ଉପକାର ଗରକୁ ବଦଳି ହୋଇଛି ।ତାଙ୍କ ସ୍ଥାନରେ ଦିଗପହଣ୍ଡି ଜେଲର ଅମିୟ ବେହେରାଙ୍କର ବିଜୁପଟନାୟକ ମୁକ୍ତାକାଶ କାରାଶ୍ରମକୁ ବଦଳି ହୋଇଛି ।ଏନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇବାପରେ
କାରାଶ୍ରମର କଏଦୀମାନଙ୍କ ମଧ୍ଯରେ ଉତ୍ସାହ ପରିଲକ୍ଷିତ ହୋଇଛି ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.