ବଡ଼ମାଳରେ ବାଘଆତଙ୍କ

0 101

ଭୁବନେଶ୍ୱର,୩ା୩(ଏସଏସନିଉଜ)ବଡ଼ମାଳ ଗୋଳାବାରୁଦ କାରଖାନାରେ ବାଘ ଆତଙ୍କ ଦେଖାଯାଇଛି ।ଯାହାକୁ ନେଇ ସାଧାରଣ ଲୋକ ଲୋକେ ଭୟଭୀତ ହୋଇପଡିଛନ୍ତି ।ବାଘ ବୁଲିବା ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଥିବାର ଜଣାପଡିଛି ।

Leave A Reply

Your email address will not be published.