ବାଦାମବାଡି ଛକ:-ଫାଟିଲା ପାଣି ପାଇପ

0 512

କଟକ,୧୦/୧୦(ଏସଏସନିୟୁଜ)ବାଦାମବାଡ଼ି ଛକରେ ପୁଣି ପାଣି ପାଇପ ଫାଟିବାରୁ ରାସ୍ତା ଉପରେ ପାଣିର ସୁଅ ଛୁଟିଥିଲା। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମିରହିବାରୁ ସାଧାରଣ ଲୋକଙ୍କ ପାଇଁ ଯାତାୟତରେ ବାଧକ ସୃଷ୍ଟି ହୋଇଥିଲା । ଜନଗହଳିପୂର୍ଣ୍ଣ ସ୍ଥାନରେ ପାଇପ୍ ଫାଟିବାକୁ ନେଇ ପିଡବ୍ଲ୍ୟୁଡି ବିଭାଗ କର୍ମଚାରୀମାନଙ୍କ ଦାୟିତ୍ୱହିନତା ଓ ତଦାରଖ ଅଭାବ ହିଁ ମୁଖ୍ୟକାରଣ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.