ସରସ୍ୱତୀ ରୂପରେ ମା ଚର୍ଚ୍ଚିକା

0 267

ବାଙ୍କି,୧୦/୧୦(ଏସ ଏସ ନିୟୁଜ)ବାଙ୍କିର ଆରାଧ୍ୟ ଦେବୀ ମା ଚର୍ଚ୍ଚିକାଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଛି ଷୋଡ଼ଷ ଉପଚାର ପୂଜା । ଏହି ସମୟରେ ମାଙ୍କୁ ଦର୍ଶନ କଲେ ସବୁ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଆଜି ମା ଚର୍ଚ୍ଚିକା ମହା ସରସ୍ୱତୀ ରୂପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି।

Leave A Reply

Your email address will not be published.