ମୋବାଇଲ ଲୋକେସନ୍ ଯୋଗୁ ଧରାପଡିଲେ ଆଶିଷ

0 461

ଭୁବନେଶ୍ୱର,୧୦/୧୦(ଏସ ଏସ ନିୟୁଜ)୫ ଦିନର ଲୁଚକାଳି ଓ ପ୍ରାୟ ୧୨ ଘଣ୍ଟାର ମାରାଥନ ଜେରା ପରେ ଗିରଫ ହେଲେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ତାଙ୍କୁ ଗିରଫ କରିଛି ୟୁପି ପୋଲିସର କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.