ବଢ଼ିବ ହୋମଗାର୍ଡଙ୍କ ଭତ୍ତା

0 295

କଟକ,୧୯ /୮ (ଏସ ଏସ ନିୟୁଜ ) ହୋମଗାର୍ଡଙ୍କ ଭତ୍ତା ବୃଦ୍ଧି ପାଇଁ ବୁଧବାର ଦିନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୫୩୩ ଟଙ୍କାକୁ ହୋମଗାର୍ଡଙ୍କ ଦୈନିକ ଭତ୍ତା ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୨୦୨୦ ଜାନୁୟାରୀରୁ ଏହି ନିର୍ଦ୍ଦେଶ ଲାଗୁ କରି ୩ ମାସ ମଧ୍ୟରେ ବର୍ଦ୍ଧିତ ଦେୟ ପ୍ରକ୍ରିୟା ସାରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବାର ଜଣା ପଡିଛି ।

Leave A Reply

Your email address will not be published.